Browsing Tag

balangir news

ଜିଲ୍ଲା ଖାଉଟି ଉପଭୋକ୍ତା କର୍ମଶାଳା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ) : ସ୍ଥାନୀୟ ଅମଲା ଭବନ ପରିସରରେ ଜିଲ୍ଲା ଖାଉଟି ଉପଭୋକ୍ତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିତ୍ୟ ଶିକ୍ଷା ଓ ଚେରିଟେବଲ୍‌ ଟ୍ରଷ୍ଟ ଦ୍ୱାରା ତଥା ଜିଲ୍ଲା ଖାଉଟି ଅଦାଲତ ସହାୟତାରେ ଆୟୋଜିତ କର୍ମଶାଳାରେ ଟ୍ରଷ୍ଟର ମୁଖ୍ୟ ଶଙ୍କର୍ଷଣ ତ୍ରିପାଠି ଓ ଉପଦେଷ୍ଟା
Read More...

ଲଘୁଚାପ ଜନିତ ବର୍ଷାରେ ସାରା ବଲାଙ୍ଗିର ଜିଲ୍ଲାର ଅବସ୍ଥା ବେହେଲା : ରାଜ୍ୟର ସର୍ବାଧିକ ବର୍ଷା ବଲାଙ୍ଗିରରେ ହୋଇଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷା ଯୋଗୁଁ ସହରରେ ବର୍ଷା ଲାଗି ରହିଥିବା ବେଳେ ରାଜ୍ୟର ସର୍ବାଧିକ ବର୍ଷା ବଲାଙ୍ଗିର ଜିଲ୍ଲାରେ ହୋଇଥିବା ନେଇ ଆଜି ନିଜ କାର୍ଯ୍ୟାଳୟଠାରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଲାର ଗୁଡଭେଲା ବ୍ଲକରେ ରାଜ୍ୟର ସର୍ବାଧିକ ବର୍ଷା
Read More...

ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା ଦୁଇ ଦିନ ହେଲା ଲାଗି ରହଛି । ତେବେ ଏହି ବର୍ଷା ଯୋଗୁଁ ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମର କଷ୍ଟ ବିଶି ନାମକ ଜଣେ ବୃଦ୍ଧଙ୍କ ଘର ଭୁଷୁଡି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ
Read More...

କଣ୍ଟାବାଞ୍ଜି ଲଳିତ ଜୈନଙ୍କ ମୃତ୍ୟୁ ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଣ୍ଟାବାଞ୍ଜି ଲଳିତ ଜୈନଙ୍କ ମୃତ୍ୟୁ ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ । ଲଳିତ ଜୈନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରାଯାଇଛି ବୋଲି ସାଧାରଣରେ ଆଲୋଚନା
Read More...

ଲଗାଣ ବର୍ଷାରେ ଜଳମଗ୍ନ ହେଲା ବଲାଙ୍ଗିର ସହରର ଶାସ୍ତ୍ରୀନଗର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ପ୍ରବଳ ବର୍ଷା ଏବେ ଲାଗି ରହିଥିବା ବେଳେ ଏବେ ବି ସହରର ଅନେକ ପଡ଼ା ସହ ଶାସ୍ତ୍ରୀନଗରପଡ଼ା ଜଳମଗ୍ନ ହୋଇଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ପୌର ପରିଷଦ ପକ୍ଷରୁ ପୌର ଅଧ୍ୟକ୍ଷା ଲିକା ସାହୁ ଶାସ୍ତ୍ରୀନଗରପଡ଼ାରେ ପହଞ୍ଚି
Read More...

ବଲାଙ୍ଗିର ସହରରେ ପ୍ରବଳ ବର୍ଷା : ଘରମାନଙ୍କୁ ପଶିଲା ପାଣି, ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଗତ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏଥିରେ ସହରର ସାଗରପଡା, ରୁଗୁଡିପଡା, ନାଲଖଣ୍ଡିପଡା, ତାଲପାଲିପଡା, ମାଲପଡା ସହିତ ଅନ୍ୟାନ୍ୟ ଅଞ୍ଚଳରେ ଘରଗୁଡ଼ିକକୁ ପାଣି ପଶି
Read More...

ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସନନ୍ତ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଗୁଡୁଖାପଲା ଗ୍ରାମ ପଞ୍ଚାୟତ ସ୍ଥିତ ଖଗ୍‌ସିକନା ଗ୍ରାମର ସନନ୍ତ ପଟେଲ । ତାଙ୍କର ମାଟି ଘରକୁ ବ୍ଲକ ଅଧିକାରୀ ସର୍ଭେ କରି ଯାଇଥିବା
Read More...

ସହରରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା : ଜମିଥିବା ପାଣିର ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେଲେ ପୌର ଅଧ୍ୟକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆଜି ଏହି ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବଲାଙ୍ଗିର ପୌର ଅଧ୍ୟକ୍ଷା ସଙ୍ଗେ ସଙ୍ଗେ ପୌର କର୍ମଚାରୀମାନଙ୍କୁ ସାଙ୍ଗରେ
Read More...

ସାଗରପାଲିଠାରେ ରାସ୍ତା କଡରେ ଅଟକି ଥିବା ଟ୍ରକ୍‌କୁ ପଛ ପଟୁ ପିଟିଲା ଏକ ଟ୍ରକ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଗରପାଲିଠାରେ ରାସ୍ତା କଡରେ ଅଟକି ଥିବା ଟ୍ରକ୍‌କୁ ପଛ ପଟୁ ପିଟିଛି ଏକ ଟ୍ରକ୍ । ଏଥିରେ ଟ୍ରକ୍ ଡ୍ରାଇଭର୍ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ
Read More...

ଅବସ୍ଥା ଶୋଚନୀୟ ହେବା ପରେ ବଲାଙ୍ଗିର ପୌରପାଳିକାର ଚେତା ପଶିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସ୍ଥା ଶୋଚନୀୟ ହେବା ପରେ ବଲାଙ୍ଗିର ପୌରପାଳିକାର ଚେତା ପଶିଛି । ସହରର ଅନେକ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇ ଯାଇଥିବା ବେଳେ ମ୍ୟୁନିସିପାଲିଟି କାର୍ଯ୍ୟାଳୟରୁ ପାଟଣା ଛକକୁ ଲାଗିଥିବା ଡ୍ରେନ୍‌ରେ ପାଣି ନିସ୍କାସନ ହୋଇ ନପାରିବାରୁ ବାଧ୍ୟ ହୋଇ
Read More...