Browsing Tag

balangir news

ସିଭିଲ୍‌ କୋର୍ଟ ପରିସରରେ ସ୍ପେଶାଲ୍‌ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ଆଜି ସକାଳ ୯ଟା ୩୦ ମିନିଟ ସମୟରେ ସ୍ପେଶାଲ ଜଜ୍‌ (ଭିଜିଲାନ୍ସ)ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍‌ ଏସ୍‌
Read More...

ସିଭିଲ୍‌ କୋର୍ଟର ବରିଷ୍ଠ କର୍ମଚାରୀ ନନ୍ଦକିଶୋର ସୁନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ୍‌ କୋର୍ଟ କରିସରରେ ଜିଲ୍ଲା ନ୍ୟାୟାଳୟର ବରିଷ୍ଠ କର୍ମଚାରୀ ନନ୍ଦ କିଶୋର ସୁନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦଧିବାବନ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବଡ଼ମାଲ ଗୋଳାବାରୁଦ କାରଖାନାରେ ଗୋଟିଏ ଦିନରେ ଅବସର ନେଲେ ୧୫ ଜଣ କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଳା ସ୍ଥିତ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜୁଲାଇ ୩୧ ତାରିଖ ଦିନ ଏକା ସାଙ୍ଗରେ ୧୫ଜଣ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ଏହି ୧୫ଜଣଙ୍କ ମଧ୍ୟରୁ ଜୁନିଅର ୱାର୍କସ ମ୍ୟାନଜର ମେକାନିକାଲ ସୁଶାନ୍ତ ଖମାରୀ ତାଙ୍କର ୩୩ବର୍ଷ ଚାକିରି ଜୀବନ ସମୟରେ ନିଜର
Read More...

ରାମଜୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ଜି. ବଲାଙ୍ଗିରର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିଆଲବାହାଲିର ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସିଆଲବାହାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ ଲିକା ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଲୋକ ସଂଗୀତରେ ସୁଶ୍ରୀତା ଗରୁଡ, ଲୋକ ନାଟକରେ ସାଗର କୁମ୍ଭାର ମେଧାବୃତ୍ତି ପାଇବା ପାଇଁ ମନୋନୀତ ହୋଇଥିବା ତଥା ସଂସ୍କୃତି ଗବେଷକ ନିଳାଚଳ ନନ୍ଦଙ୍କୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ବର୍ଦ୍ଧିତ
Read More...

ବଙ୍ଗୋମୁଣ୍ଡା ବ୍ଲକ ଅଫିସରେ ପ୍ରଶାସନର ଜନ-ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...

ବଲାଙ୍ଗିର ବିଧାୟକଙ୍କ ରିନବଚନ ଗ୍ରାମ ଗସ୍ତ

ପ୍ରତ୍ୟେକ ଘରକୁ ଖୁବ ଶୀଘ୍ର ପାଇପ ଯୋଗେ ପିଇବା ପାଣି ପହଂଚିବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ମାଧିଆପାଲି ଅନ୍ତର୍ଗତ ରିନବଚନ ଗ୍ରାମକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସୌଜନ୍ୟମୂଳକ ଗସ୍ତ କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ବିଶେଷ କରି
Read More...

ଏମ୍‌ବିଆର ଡିଗ୍ରୀ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଜଣେ ବିଶିଷ୍ଟ ଐତିହାସିକ, ସାମ୍ବାଦିକ, ଗବେଷକ, ଲିପିତତ୍ୱବିଦ୍‌ ଡ.ସଦାନନ୍ଦ ଅଗ୍ରୱାଲଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୋତ୍ସବ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ଓ ମହର୍ଷି
Read More...

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଅଗଷ୍ଟ ୩ ତାରିଖ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଅଗଷ୍ଟ ୩ ତାରିଖ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହା ଘୋଷଣା କରାଯାଇଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ
Read More...