Browsing Tag

balangir news

ବଲାଙ୍ଗିର ସମ୍ପୂର୍ଣ୍ଣା ଏନ୍‌ଜିଓ ସଂଗଠନ ଦ୍ୱାରା ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଓ ସାମ୍ବାଦିକ ଭବନଠାରେ ବିଭିନ୍ନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ପୂର୍ଣ୍ଣା ଏନ୍‌ଜିଓ (ମହିଳାମାନଙ୍କୁ ନେଇ ଗଠିତ) ତରଫରୁ ବଲାଙ୍ଗିର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ନାରୀ ପ୍ରତିଭା, ଦକ୍ଷତାର ବିକାଶକୁ ନେଇ, ଘରୋଇ ପିଠାମଣ୍ଡା ତଥା ସମ୍ବଲପୁରୀ ନୃତ୍ୟ ଆୟୋଜନ କରି ତହିଁରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ନୈପୁନ୍ୟତା,
Read More...

ଜଳମୟ ହୋଇପଡ଼ିଛି ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଦିନର ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ ଜଳମୟ ହୋଇପଡ଼ିଛି । ଲୋକଙ୍କ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଶାନ୍ତିପଡ଼ା ଛକରୁ ସିଆର୍‌ପିଏଫ୍‌ ମୁଖ୍ୟ କାର୍ୟ୍ୟାଳୟକୁ ଯାଉଥିବା
Read More...

ବଲାଙ୍ଗିର ସହରରେ ରାସ୍ତା ଉପରେ ଅଂଟାଏ ପାଣି, ଯାତାୟାତ ବାଧାପ୍ରାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ରାସ୍ତା ଉପରେ ଅଂଟାଏ ପାଣି । ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇପଡ଼ିଛି । ବଲାଙ୍ଗିର ସହର ଶାନ୍ତିପଡ଼ାର ପଂଜାବୀ ଗଳି ଦେଇ ଖର୍‌ସେଲ୍‌ପଡ଼ାକୁ ଯାଇଥିବା ରାସ୍ତାର ଅବସ୍ଥା ଏଇୟା । ଖର୍‌ସେଲ୍‌ ଡଙ୍ଗର ତଳୁ ବୋହି ଆସୁଥିବା ପାଣି ଏବେ କାଳ ସାଜିଛି
Read More...

ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ନିମିତ୍ତ ଚୟନ ପ୍ରବେଶିକା ପରୀକ୍ଷାରେ ୮୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ନିମିତ୍ତ ଚୟନ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ବଲାଙ୍ଗିର ସହର ରାଧାରାଣୀପଡ଼ାର କୁମାରୀ ଋତୁପର୍ଣ୍ଣା ମିଶ୍ର (ଫିଲି) ୮୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ପରିବାର ତଥା ବଲାଙ୍ଗିରବାସୀଙ୍କୁ ଆନନ୍ଦ
Read More...

ପାଟଣା ଇଷ୍ଟଦେବୀ ବର୍ଷା ପାଣିରେ ଉବୁଟୁବୁ : ଦେବାଳୟ ଅସୁରକ୍ଷିତ, ସୁରକ୍ଷା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହ୍ୟ ସମ୍ପର୍ଣ୍ଣ ବଲାଙ୍ଗିର ସହର ଏଠି କେଉଁ ଆଦିମ କାଳରୁ ଦେବାଦେବୀ ପୂଜା ପାଇ ଆସୁଛନ୍ତି । ଏଠିକାର ଲୋକେ ଦେବାଦେବୀଙ୍କ ଆସ୍ଥାକୁ ଘୋର ବିଶ୍ୱାସ ରଖନ୍ତି । କିନ୍ତୁ ବଲାଙ୍ଗିର ସ୍ଥିତ ଦେବାଳୟର ଅବସ୍ଥା ଅସୁରକ୍ଷିତ ଥିବାରୁ ଭକ୍ତମାନଙ୍କ ଭିତରେ ଉଦ୍‌ବେଗ
Read More...

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ୨୯ ଓ ୩୦ ଜୁଲାଇ ଦୁଇ ଦିନ ଧରି ହୋଇଥିବା ୭ତମ ଆର୍ନ୍ତଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆ ଚେଲେଞ୍ଜର କପ ୨୦୨୩ରେ ଭାରତ ସହିତ ବଙ୍ଗଳାଦେଶ, ଶ୍ରୀଲଙ୍କା, ଭୁଟାନ, ମାଲେସିଆ, ନେପାଳ, ଇରାନ, ସାଉଦି ଆରବ ୮ ଗୋଟି ଦେଶରୁ
Read More...

କ୍ରୀଡା ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରଠାରେ ଗତକାଲି ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ କ୍ରୀଡା ଶିକ୍ଷୟତ୍ରୀ କସ୍ତୁରୀ ରଥଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ରଥ ଦୀର୍ଘ
Read More...

ଡ.ସଦାନନ୍ଦ ଅଗ୍ରୱାଲଙ୍କ ୬ଷ୍ଠ ଶ୍ରାଦ୍ଧଦିବସ ପାଳିତ

ସୋନପୁର ଇତିହାସ(୨)ର ୨ୟ ସଂସ୍କରଣ ଉନ୍ମୋଚିତ“ଡ.ସଦାନନ୍ଦ ଅଗ୍ରୱାଲ ଜଣେ ମାନବବାଦୀ ବିଚାରାଧାରାର ମଣିଷ ଥିଲେ” ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ପ୍ରଖ୍ୟାତ ଐତିହାସିକ, ଗବେଷକ, ଲିପିତତ୍ୱବିଦ୍‌, ସାମ୍ବାଦିକ, ଗାଳ୍ପିକ ତଥା ମହିମାଭକ୍ତ ମହିମାଶ୍ରୀ ଡ.ସଦାନନ୍ଦ ଅଗ୍ରୱାଲ
Read More...

ଉମେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁହାଯାଏ କର୍ମ ହିଁ ଭଗବାନ ଯେମିତି କର୍ମ କରିବେ ସେମିତି ଫଳ ମଧ୍ୟ ପାଇବେ ଏଭଳି ଉକ୍ତି ଓ ତାର ସତ୍ୟତା ପ୍ରତିଫଳିତ ହୋଇଛି ବଲାଙ୍ଗିର ସହର ସ୍ଥିତ ଥିବା ସରକାରୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ । କେବଳ କାଗଜ କଲମରେ କର୍ମ କରିହୁଏନି ପ୍ରତିଟି
Read More...

ବିଲେଇସର୍ଡା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଯୁବତୀ ଜଣକ ବିଲେଇସର୍ଡା ଗ୍ରାମର ରୀତା ଷାଣ୍ଡ (୨୭) ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଆଜି ସକାଳଠୁ
Read More...