Browsing Tag

balangir news

ଡ୍ରେନ୍‌ ଭିତରେ ଖସିପଡ଼ିଥିବା ଗାଈକୁ ଉଦ୍ଧାର କଲା ବଲାଙ୍ଗିର ଅଗ୍ନିଶମ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ୍ରେନ୍‌ ଭିତରେ ଖସିପଡ଼ିଥିବା ଗୋଟିଏ ଗାଈକୁ ତୁରନ୍ତ ଉଦ୍ଧାର କରିଛି ବଲାଙ୍ଗିର ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ ବଲାଙ୍ଗିର - ସୋନପୁର ରାସ୍ତା ସୁଦ୍‌ପଡ଼ା ରୋସ୍‌ନୀ ସ୍କୁଲ ପାଖରେ ଆଜି ପାହାନ୍ତିଆ ସମୟରେ ଡ୍ରେନ୍‌ ଭିତରେ କୌଣସି କାରଣବଶତଃ ଗୋଟିଏ ଗାଈ
Read More...

ତହଁକ୍‌ କୁଟୁମ୍‌ ପୀରତି ଫଗୁନ୍‌ କବିତା ଆସର ଓ କଳାକାର ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତହଁକ୍‌ କୁଟୁମ୍‌ ବଲାଙ୍ଗିର ତରଫରୁ ପୀରତି ଫଗୁନ୍‌ କବିତା ଉଚ୍ଛବ ମହାସମାରୋହରେ ପାଳିତ ହୋଇଯାଇଛି । ଫଗୁଣ ଆସିଲେ ରଙ୍ଗାୟିତ ହୁଏ ଏ ଧରା । ଆମ୍ବ ବଉଳ ମହ ମହ ବାସେ, କୋଇଲି ଗାଏ କୁହୁକୁହୁ ଗୀତ । ଫଲ୍‌ସା ଫୁଲର ସୁନ୍ଦରତା ଆକୃଷ୍ଟ କରେ କବିଙ୍କୁ । ଆର୍‌
Read More...

ବୁବେଲରେ ଦୋଳ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ୬୬ତମ ଦୋଳ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ରାଜକୀୟ ଅତିଥି ଭାବରେ ଯୋଗଦାନ କରି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଥିଲେ ଯେ କଂସ ମହାରାଜ ଆପଣଙ୍କ ରାଜ୍ୟରେ ଛାତ୍ର, ଯୁବକ, କୃଷକ, ଶ୍ରମିକ ସମସ୍ତେ
Read More...

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ପ୍ରି-ହୋଲି ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସନ୍ତର ଆଗମନରେ ପରିବେଶରେ ପରିବର୍ତ୍ତନ ଆସିଥାଏ । ସେହିପରି ମଣିଷର ମନରେ ମଧ୍ୟ ସମୟ ସମୟରେ ନୂତନ ବିଚାର ଓ ପରିପକ୍ୱତାର ପରିବର୍ତ୍ତନ ଆସିବା ଉଚିତ । ଏହି ଆଭିମୁଖ୍ୟ ସହିତ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ହୋଲି ଉତ୍ସବ ପାଳନର ଉଦ୍ଦେଶ୍ୟ ନେଇ ଆଜି
Read More...

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ : ବଲାଙ୍ଗିରରେ-ଯୋଗ ଦେବେ ସହସ୍ରାଧିକ ସଂକୀର୍ତ୍ତନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସହଯୋଗରେ ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ଆସନ୍ତା ମାର୍ଚ୍ଚ ୩୧ ରବିବାର ଦିନ ସକାଳ ୯ଟାରୁ ଅନୁଷ୍ଠିତ ହେବ ବୋଲି ଆଜିର
Read More...

ଏକ ଅସହାୟଙ୍କ ଶବ ସତ୍କାର କଲେ ବଲାଙ୍ଗିର ଯୁବ ସମାଜସେବୀ

ବଲାଙ୍କିର, (କେପିଏନ୍‌ଏସ୍‌) : ଗତ ୧୯/୦୩/୨୦୨୪ ବୁଧବାର ଦିନ ବେଲପଡ଼ା ବ୍ଲକ୍‌ ମାଲିପଡା ପୋଖରୀ ପାଖରେ ଅସହାୟ ଅବସ୍ଥାରେ ଏକ ମୃତ ଶରୀର ପଡ଼ିଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରୁନଥିବାରୁ କେହି ଶବ ଛୁଉଁନଥିଲେ । ଗାଁ ଲୋକେ ମୃତ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ଶରୀରକୁ
Read More...

ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀର ପସ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାର ବିଭିନ୍ନ
Read More...

ପୋଷଣ ଖାଦ୍ୟ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ସାଇଟ୍‌ ନର୍ସିଂ କଲେଜରେ ପୋଷଣ ଖାଦ୍ୟ(ପ୍ରୋଟିନ୍‌ ଫୁଡ୍‌)କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବି.ଏସ୍‌.ସି. ନର୍ସିଂ ଦ୍ୱିତୀୟ ବର୍ଷର ୪୦ ଜଣ ଛାତ୍ରୀଛାତ୍ର ପୋଷଣ ଖାଦ୍ୟ ପ୍ରସ୍ତୁତ କରି କେଉଁ ରୋଗୀ ପାଇଁ କି କି ଖାଦ୍ୟ ଦରକାର, କେଉଁ
Read More...

୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ଦ୍ଵାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ଭଇଁଷା/ବଲାଙ୍ଗୀର, (କେପିଏନ୍‌ଏସ୍‌) : ଭଇଁଷା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଅବସରରେ ହଜାର ହଜାର ଭକ୍ତ ଯୋଗ ଦେବାର ଲକ୍ଷ୍ୟ ରଖି ଆଜି ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନେଇ ସଭାପତି ଶୁଭ୍ରାଂଶୁ
Read More...

ଇଲୋକ୍ଟ୍ରୋରାଲ ବଣ୍ଡ ପ୍ରସଙ୍ଗ : ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନା ଖାଉଙ୍ଗା ନା ଖାନେ ଦୁଙ୍ଗା ନାରା ଦେଉଥିବା ଦେଶର ପ୍ରଧାନମନ୍ତ୍ରୀ ୨୦୧୮ ମସିହାରେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ନିଜର ଦଳିୟ ପାଣ୍ଠି ବଢାଇବା ପାଇଁ ଏକ ଜନବିରୋଧି ଆଇନ ଆଣିଥିଲେ । ଯାହାକୁ କି କଂଗ୍ରେସ ସରକାର ଏହା ଅସମ୍ବିଧାନିକ ବୋଲି ତୀବ୍ର ବିରୋଧ
Read More...