Browsing Tag

balangir news

ବଲାଙ୍ଗିର ବିଜେଡ଼ି ପକ୍ଷରୁ ବାଇକ୍‌ ରାଲି ସହ ପଥପ୍ରାନ୍ତ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ । ଏତିକି ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଶୀର୍ଷରେ ପହଂଚିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ସଂଧ୍ୟାରେ ବିଜେଡ଼ିର ବଳିଷ୍ଠ ସଦସ୍ୟ ବିଧୁଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ପେଲେସ୍‌ରୁ ଏକ ବିରାଟ୍‌ ବାଇକ୍‌ ରାଲି ବାହାରି ସହର
Read More...

ପ୍ରଚଣ୍ଡ ଖରାରେ କୁଲୁତା ସମାଜ କଲା ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାଲେପାଲି ଗ୍ରାମର ରୁପା ଭୋଇ ଡେଲିଭରି ୱାର୍ଡରେ ଚିକିତ୍ସୀତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସିନ୍ଦୁରବାହାଲ ଗ୍ରାମର ରେଖା ପ୍ରଧାନ ଅସୁସ୍ଥ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସୀତ ହେଉଛନ୍ତି । ପ୍ରଚଣ୍ଡ ଖରା ସମୟରେ ଲୋକେ
Read More...

ଜିଲ୍ଲାରେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲାଟ୍‌ ଭୋଟିଂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲାଟ୍‌ ଭୋଟିଂ । ନିର୍ବାଚନ ସମୟରେ ଜରୁରୀ ସେବାରେ ନିୟୋଜିତ ବିଭିନ୍ନ ବର୍ଗର କର୍ମଚାରୀ ପୋଷ୍ଟାଲ୍‌ ବାଲାଟ୍‌ରେ ଭୋଟ୍‌ ଦେଉଛନ୍ତି । ଗଣମାଧ୍ୟମ, ଅଗ୍ନିସେବା, ପରିବହନ, ବିଦ୍ୟୁତ୍‌ ସେବାରେ ନିୟୋଜିତ କର୍ମଚାରୀମାନେ
Read More...

ନିର୍ବାଚନ ପରିଚାଳନା ନିମନ୍ତେ ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସମକାଳୀନ ସାଧାରଣ ନିର୍ବାଚନ ପାଇଁ ଜନ ପ୍ରତିନିଧିତ୍ଵ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ, ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲୱାର ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା
Read More...

ବଲାଙ୍ଗିର ପୌରାଧ୍ୟକ୍ଷାଙ୍କ ହସ୍ତକ୍ଷେପ ପରେ ଧାରଣାରୁ ଓହରିଲେ ଡ୍ରାଇଭର୍‌ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଲେକ୍‌ସନ୍‌ ଡ୍ୟୁଟିରେ ଆସିଥିବା ଡ୍ରାଇଭରମାନେ ଅବ୍ୟବସ୍ଥା ଅଭିଯୋଗରେ ବଲାଙ୍ଗିର ମନୋହରପୁରରେ ଧାରଣାରେ ବସିଥିବା ବେଳେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଘଟଣା ସ୍ଥଳରେ ପହଂଚି ଡ୍ରାଇଭରମାନଙ୍କ ସହ ଆଲୋଚନା କରିବା ପରେ ଡ୍ରାଇଭରମାନେ ଧାରଣାରୁ
Read More...

ବୃଦ୍ଧା ମା’ଙ୍କ ହତ୍ୟାକାରୀ ପୁଅ ମନୋଜକୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୦ ତାରିଖ ରାତିରେ ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ବୃଦ୍ଧା ମା’ ଗୀତାଦେବୀ ଅଗ୍ରୱାଲଙ୍କ ଶବ ବସ୍ତ୍ରହୀନ ଅବସ୍ଥାରେ ସୁଦପଡ଼ା ନୂଆ ହନୁମାନ ମନ୍ଦିର ପଛ ପଟେ ରହିଥିବା ଏକ ଘରୁ ଉଦ୍ଧାର କରିଥିଲା । ଏହି ଘଟଣାରେ ମୃତ ବୃଦ୍ଧାଙ୍କ ପୁଅ ମନୋଜ କୁମାର ଅଗ୍ରୱାଲ
Read More...

କଂଗ୍ରେସ ସରକାରକୁ ଆସିଲେ କୃଷକ ଓ ଏସ୍‌ଏଚ୍‌ଜି ମା’ମାନଙ୍କ ଋଣ ଛାଡ କରାଯିବ : ସମରେନ୍ଦ୍ର

ବଲାଙ୍ଗିରର ସାମଗ୍ରିକ ବିକାଶ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ : ତାରା ବାହିନୀପତି ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ସରକାରକୁ ଆସିଲେ କୃଷକ ଓ ଏସ୍‌ଏଚ୍‌ଜି ମା'ମାନଙ୍କ ଋଣ ଛାଡ କରାଯିବ ବୋଲି କହିଛନ୍ତି ସମରେନ୍ଦ୍ର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟ ନିର୍ବାଚନ
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ରାହୁଲ ଗାନ୍ଧୀ : ସିଧାସଳଖ ଟାର୍ଗେଟ୍‌ କଲେ ସରକାରଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳରେ ହଜାର ହଜାର ଲୋକଙ୍କୁ ନେଇ ଜନ ଆଶୀର୍ବାଦ ସଭାର ଆୟୋଜନ ହୋଇଥିବା ବେଳେ ଏଠାରେ କଂଗ୍ରେସ ଦଳର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ଯୋଗଦାନ କରି ସିଧାସଳଖ ବିଜେପି ସରକାର ଉପରେ ନିର୍ଧୁମ୍‌ ବର୍ଷିଛନ୍ତି । ବିଜେପି
Read More...

ବିରୋଧୀଙ୍କ ଉପରେ ବର୍ଷିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଶିଖରରେ ପହଂଚିଛି । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ନିଜ ନିର୍ବାଚନୀ ପ୍ରଚାରକୁ ଆହୁରି ଜୋର୍‌ ଦେଇଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ
Read More...

ବଲାଙ୍ଗିର ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପାର୍କଲ୍ୟାଣ୍ଡ ହୋଟେଲ ଠାରେ ବଲାଙ୍ଗିର ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ପିତାମ୍ବର ଖମାରିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବଲାଙ୍ଗିର ବିଜେପି ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ,
Read More...