Browsing Tag

balangir news

୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ସୁଭାଷ ଚିନ୍ତନ ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ସ୍ୱାଧିନତା ଦିବସ ଉପଲକ୍ଷେ ତ୍ରୟିମାସିକ ସାମାଜିକ ପତ୍ରିକା ସୁଭାଷ ଚିନ୍ତନ ପରିବାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳିରେ ମାଲ୍ୟାର୍ପଣ
Read More...

ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କର କାର୍ଯ୍ୟାବଳୀ ଏକକ ବିଶ୍ୱ ବିଦ୍ୟାଳୟ ତୁଲ୍ୟ

କୋସଲୀ ଗିତାର ଲୋକାର୍ପଣ କୋସଲ ସାହିତ୍ୟର ସମୃଦ୍ଧ ପରିଚୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଜନଜୀବନର ସଂରକ୍ଷଣ, ସମ୍ବର୍ଦ୍ଧନ ପାଇଁ ତାଙ୍କର ତମାମ ଜୀବନ ଥିଲା ସମର୍ପିତ । କୋସଲୀ ଭାଷା ସାହିତ୍ୟ, ଲୋକ ସଂସ୍କୃତି ତଥା ପରମ୍ପରାର ସଂଗ୍ରାହକ ଭାବରେ ସେ ଥିଲେ ଅନନ୍ୟ ।
Read More...

ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଅଗଷ୍ଟ ୧୫ ତାରିଖରେ ରୁଗୁଡିପଡା ଦୁର୍ଗାପୂଜା ମଣ୍ଡପରେ ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଚେତାନାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ତଥା ସାଧାରଣ ସଂପାଦକ ହରୀନାରାୟଣ ପୂଜାରିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକର ଆରମ୍ଭରୁ ଗତବର୍ଷର
Read More...

ସ୍ୱାଧୀନତା କ୍ରିକେଟ୍ କପ୍‌ : ସିଦ୍ଧିବିନାୟକ ଚମ୍ପିଆନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା କ୍ରିକେଟ୍‌ କପ୍‌ ପକ୍ଷରୁ ଦୁଇ ଦିନ ଧରି ଖୁଜେନପାଲି ପଡ଼ିଆରେ ତୃତୀୟ ସ୍ୱାଧୀନତା କ୍ରିକେଟ୍‌ କପ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳ ସିଦ୍ଧିବିନାୟକ ଏବଂ ସମଲେଶ୍ୱରୀ ଟାଇଗର ମଧ୍ୟରେ ଅନୁଷ୍ଠିତ
Read More...

ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ୭୮ତମ ସ୍ୱାଧୀନତା ଦିବସରେ ଦେଶର ସ୍ୱାଧୀନତା ପାଇଁ ଲଢେଇ କରି ଆତ୍ମବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ବଲାଙ୍ଗର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ମଣ୍ଡଳ ଅଧୀନସ୍ଥ ଗଇଁତଲା ଗୁଡ଼ି ଆନୁକୂଲ୍ୟରେ ମଲମୁଣ୍ଡା କଲ୍ୟାଣ
Read More...

ମାରୱାଡି ସେବା ସଦନରେ ସ୍ୱାଧିନତା ଦିବସ ପାଳିତ

ତ୍ରିରଙ୍ଗା ଉତ୍ତୋଳନ କଲେ ନରସିଂହସମାଜିକ ଏବଂ ଅର୍ଥନୈତିକ ଅସାମନତା ଗଣତନ୍ତ୍ର ପ୍ରତି ବିପଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶବାସୀ ସାରା ଦେଶରେ ୭୮ତମ ସ୍ୱାଧିନତା ଦିବସ ପାଳନ କରୁଛନ୍ତି । ଏହି କ୍ରମରେ ଆଜି ବଲାଙ୍ଗିର ସହର ସ୍ଥିତ ମାରୱାଡି ସେବା ସଦନ ଠାରେ ସ୍ଥାନୀୟ ମାରୱାଡି ସମାଜ
Read More...

ଦୟାନନ୍ଦ ପ୍ଲେ ସ୍କୁଲଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଅବସରରେ ବଲାଙ୍ଗିର ପେଲେସ ଲାଇନ୍‌ ଦୟାନନ୍ଦ ପ୍ଲେ ସ୍କୁଲ ପକ୍ଷରୁ ନିଆରା ଢଙ୍ଗରେ ୭୮ତମ ସ୍ୱାଧୀନତା ଦିବସ ପାଳିତ କରିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବେଲଖଣ୍ଡି କଲେଜର ଅଧ୍ୟାପକ ସଂଜୀବ କୁମାର
Read More...

ରାଷ୍ଟ୍ରୀୟ କବି ସଂଗମ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ‘ଏକ୍ ଶାମ୍ ତିରଂଗେ କେ ନାମ୍’ କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ କବି ସଂଗମ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ 'ଏକ୍ ଶାମ୍ ତିରଂଗେ କେ ନାମ୍' କାର୍ଯ୍ୟକ୍ରମ ଅନୁଷ୍ଠାନର ମହାମନ୍ତ୍ରୀ ରାଜମଣି ସାହୁଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୧୫ ତାରିଖ ସଂଧ୍ୟା ୫ଟା ସମୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର
Read More...

ଗନ୍ଧରେଲ୍‌ ଡେମ୍‌ର ଗେଟ୍‌ ଖୋଲା ରହିଥିବା ଯୋଗୁଁ ଡେମ୍‌ ପାଣି ମାଡ଼ି ଗଲାଣି ଜମିକୁ ବୋଲି ଚାଷୀଙ୍କ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗନ୍ଧରେଲ୍‌ ଡେମ୍‌ର ଗେଟ୍‌ ଖୋଲା ରହିଥିବା ଯୋଗୁଁ ଡେମ୍‌ ପାଣି ଆଉ ସଂରକ୍ଷିତ ହୋଇ ରହିପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଡେମ୍‌ ତଳେ ରହିଥିବା ଚାଷୀମାନେ ବର୍ଷା ଅଭାବ ବେଳେ ଡେମ୍‌ ପାଣି ଉପରେ ନିର୍ଭର କରୁଥିବା ବେଳେ ଏବେ
Read More...

ବଲାଙ୍ଗିର ଟାଉନ ଥାନାରେ ଯୋଗଦେଲେ ନୂତନ ଆଇଆଇସି ଅବନୀ କୁମାର ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନାରେ ଯୋଗଦେଲେ ନୂତନ ଆଇଆଇସି ଅବନୀ କୁମାର ସାହୁ । ଏହା ପୂର୍ବରୁ ସେ ଟିଟିଲାଗଡ଼ ଧାନାରେ ଥାନା ଅଧିକାରୀ ଭାବରେ ଅବସ୍ଥାପିତ ଥିଲେ । ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିବା ଦିଗରେ ସେ ସଫଳତା ହାସଲ କରିଥିଲେ । ଏବେ
Read More...