Browsing Tag

balangir news

କପିଳାଭଟାରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚନା କରାଯାଇଛି । ଏଥିରେ କର୍ତ୍ତା ଭାବେ ସରୋଜ ପୁଞ୍ଜି ଓ ତାଙ୍କ ସହ ଧର୍ମିଣୀ ସୁମୁଖୀ ପୁଞ୍ଜି
Read More...

ଦୁଆରୁ ଚାଲିଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦୁଆରୁକୁ ସମସ୍ତେ ଜାଣନ୍ତି । ସହର ସାରା ବୁଲି ବୁଲି ଯାହା ଦେଲେ ଖାଏ, ଯେଉଁଠି ପାରିଲେ ସେଇଠି ଶୁଏ…କୌଣସି ବାଛ ବିଚାର ନଥିବା ଅନାଥ ଦୁଆରୁ ରୋଗୀଣା ହୋଇଯିବା ପରେ ପାଖାପାଖି ୩ ବର୍ଷ ହେଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ତାକୁ
Read More...

ପୂଜ୍ୟପୂଜା ସେବା ସଂଗଠନରେ ମା’ ପାର୍ବତୀ ଗିରି ଶ୍ରାଦ୍ଧଉତ୍ସବ ଓ ସଂଗଠନର ସ୍ୱନକ୍ଷତ୍ର ଦିବାସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସେବା ସଂସ୍ଥା ପୂଜ୍ୟପୂଜା ସେବା ସଂଗଠନରେ ମା' ପାର୍ବତୀ ଗିରିଙ୍କ ଶ୍ରାଦ୍ଧଉତ୍ସବ ଓ ଅନୁଷ୍ଠାନର ୧୯ତମ ସ୍ୱନକ୍ଷତ୍ର ଦିବସ ପତିତପାବନ ଏକାଡେମୀ ସଭା ଗୃହରେ ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଶତାୟୁ ପୁରୁଷ ଅରକ୍ଷିତ ନେଗୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡ଼ା ନିବାସୀ ଶତାୟୁ ପୁରୁଷ ଅରକ୍ଷିତ ନେଗୀ(୧୦୪)ଙ୍କ ଗତରାତି ପ୍ରାୟ ୧୦ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସରକାରୀ ଚାକିରୀରୁ ସେ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ଅରକ୍ଷିତ ୫ ଜଣ ସନ୍ତାନ ସନ୍ତତିଙ୍କ ଜନକ ହୋଇଥିବା ବେଳେ
Read More...

ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ (କରଣ) ସମାଜର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ (କରଣ) ସମାଜ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ବରକାନୀ ରାସ୍ତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ କରଣ ସମାଜର ସମସ୍ତ କର୍ମକର୍ତ୍ତା ତଥା ମହିଳା ଶାଖାର ସମସ୍ତ
Read More...

ଟାଟା ପାୱାରର ସ୍ମାର୍ଟ ମିଟରକୁ ବଲାଙ୍ଗିର ଗ୍ରହଣ କରିବ ନାହିଁ – ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପତିତପାବନ ଏକାଡେମୀର ସଭାଗୃହରେ ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ତରଫରୁ ସ୍ମାର୍ଟ ମିଟର ଲଗାଣ ଉପରେ ଏକ ସମ୍‌ଝୋତା ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ପଣ୍ଡା, ବଲାଙ୍ଗିର ବିଦ୍ୟୁତ୍‌ ଖଣ୍ଡ
Read More...

ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ଜାତୀୟ ହେରିଟେଜ କ୍ୱିଜ ଆୟୋଜିତ

ବଲାଙ୍ଗିର, (କେପିଏ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୪ ଅଗଷ୍ଟ ଦିନ ସ୍ଥାନୀୟ ପି.ପି ଏକାଡେମୀଠାରେ ଜିଲ୍ଲା ବିଦ୍ୟାଳୟସ୍ତରୀୟ "ଜାତୀୟ ହେରିଟେଜ କ୍ୱିଜ଼" ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୭ଟି ସ୍କୁଲରୁ ୬୨ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଦୁଇଟି
Read More...

କୋଲକାତା ଡ଼ାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ କ୍ୟାଣ୍ଡଲ ଜାଳି ପ୍ରତିବାଦ ଜଣାଇଲେ ବ୍ୟୁଟିସିଏନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଲକାତା ଆର୍‌ଜି କର ମେଡ଼ିକାଲ କଲେଜର ଡ଼ାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ପାଇଁ କ୍ୟାଣ୍ଡଲ ଜାଳି ପ୍ରତିବାଦ ଜଣାଇଲେ ବଲାଙ୍ଗିରର ବ୍ୟୁଟିସିଏନ୍‌ ମାନେ । ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବ୍ୟୁଟିସିଏନ୍‌ ବିଣାରାଗିଣୀ ମହାପାତ୍ରଙ୍କ
Read More...

ଅପରାଧୀ ସୌମ୍ୟଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୪ ଦିନ ତଳେ ବଲାଙ୍ଗିର ସହର ମାଲପଡା ଠାରେ ଅନେକ ଅପରାଧରେ ଜଡ଼ିତ ସୌମ୍ୟରଂଜନ ଦାଶଙ୍କୁ ଆକ୍ରମଣ ଘଟଣାରେ ଆଜି ୩ ଜଣ ଅପରାଧୀଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଫାରୁକ୍ ଖାନ, ଅମିତାଭ ନାଗ ଓ ଦେବେନ୍ଦ୍ର ନାଗ ।
Read More...

ଲୋଭ ହେଲା କାଳ : ବନ୍ଧା ହେଲେ ଅରୁନ୍ଧତୀ ଜ୍ୱେଲର୍ସର ମ୍ୟାନେଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଭ ହେଲା କାଳ । ଆଉ ଶେଷରେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ବଲାଙ୍ଗିର ଅରୁନ୍ଧତୀ ଜ୍ୱେଲର୍ସର ମ୍ୟାନେଜର୍‌ ବାବୁ ରିଭୁରୁଷି ତ୍ରିପାଠୀ । ଖୋଦ୍‌ ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି
Read More...