Browsing Tag

balangir news

ଶିଶୁ ଅଧିକାର, ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଅଧିକାର, ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ଧୋବା ଉଚ୍ଚ ବିଦ୍ୟାଳୟ, ହର୍ଡାଟାଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟଅତିଥି ଭାବେ ଧୋବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ
Read More...

ବଲାଙ୍ଗିର ସିନ୍ଧି ସମାଜ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆନନ୍ଦ ଉଲ୍ଲାସରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ପ୍ରତ୍ୟେକ ପୁରପଲ୍ଲୀରେ, ମନ୍ଦିରରେ ଯଥାବିଧି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଥିବାବେଳେ ସିନ୍ଧି ସମାଜ ପକ୍ଷରୁ ବଲାଙ୍ଗିର ସହରର ମେନ୍ ମାର୍କେଟରେ ଥିବା ପ୍ରଭୁ ହନୁମାନ ମନ୍ଦିରରେ ବଲାଙ୍ଗିର ସିନ୍ଧି ସମାଜ
Read More...

ଦୟାନନ୍ଦ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସ ଲାଇନ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କୁନି କୁନି ଛାତ୍ରଛାତ୍ରୀ ମାନେ ବହୁ ସୁନ୍ଦର ଭାବେର ରାଧାକ୍ରିଷ୍ଣା ବେଶରେ ସଜେଇ ହୋଇ ସ୍କୁଲକୁ ଆସି ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତାରେ
Read More...

ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳନ ଓ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷ୍ଣ ଜନ୍ମାଷ୍ଟମୀ, ଯାହା ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ନାମରେ ଜଣାଶୁଣା । ଏହା ହେଉଛି ବାର୍ଷିକ ହିନ୍ଦୁ ପର୍ବ ଯାହାକି ବିଷ୍ଣୁଙ୍କ ଅଷ୍ଟମ ଅବତାର କୃଷ୍ଣଙ୍କର ଜନ୍ମଦିନ ପାଳନ କରାଯାଇଥାଏ । ଜେଏସଏମ କଲେଜ ଅଫ୍ ଆର୍ଟ, ସାଇନ୍ସ ଏଣ୍ଡ କମର୍ସର
Read More...

କଲେଜ ଛକ ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ସ୍‌) : ବିଳମ୍ବିତ ରାତି ପାଖାପାଖି ୨ଟା ୧୫ ମିନିଟ ସମୟ । ଆଉ ଏତିକି ବେଳେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ କିଛି ଲୁଟେରା ଲୁଟ କରିବା ପାଇଁ ଆସିଥିଲେ । କିନ୍ତୁ ଇ ସର୍ଭିଲାନ୍ସ ମାଧ୍ୟମରେ ସିଏମ୍‌ଏସ୍‌ ମୁମ୍ବାଇ ଲୁଟେରାଙ୍କ
Read More...

ଦ୍ଵାରୁର ଅନ୍ତିମ ସଂସ୍କାର କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ସାଲେପାଲି ସ୍ଥିତ ବୃଦ୍ଧାଶ୍ରମରେ ମାନସିକ ଭାରସାମ୍ୟ ହରାଇ ଥିବା ଅସହାୟ ଦ୍ଵାରୁର ଦେହାନ୍ତ ହୋଇଛି । ଶାନ୍ତ ସ୍ଵଭାବର ଦ୍ଵାରୁ ପିଲାଟି ଦିନରୁ ବାପ ଛେଉଣ୍ଡ ଥିବାବେଳେ ପିଲାଟି ଅବସ୍ଥାରୁ ମା'କୁ ହରାଇ ଅସହାୟ ହୋଇପଡି ଅନ୍ୟମାନଙ୍କ ଘରକାମ କରି
Read More...

ରାମଚଣ୍ଡି ମନ୍ଦିରରେ ଯୁବ କୁଲୁତା ସମାଜର ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହନାଥ ସ୍ଥିତ ରାମଚଣ୍ଡି ମନ୍ଦିର ପରିସରରେ ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତି ମିତ୍ର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମା ବିଦ୍ୟା ମନ୍ଦିର ସାହାଜବାହାଲ ଠାରେ ମହାସମାରୋହର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇଥିଲେ । ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତ, ରଘୁନାଥ, ଶେଷଦେବ,
Read More...

ଆଦର୍ଶ ଶିକ୍ଷକ ଗୋପୀନାଥ ପାଢ଼ୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୀତିନିଷ୍ଠ ସାଧକ ତଥା ଆଦର୍ଶ ଶିକ୍ଷକ ଗୋପୀନାଥ ପାଢ଼ୀ (୮୮)ଙ୍କ ସୋମବାର ସକାଳ ୭ଟା ୧୫ ମିନିଟ୍ ସମୟରେ ତାଙ୍କ ବଲାଙ୍ଗିର ଆଦର୍ଶପଡା ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ପ୍ରାୟ ୩ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ହୋଇ ଘରେ
Read More...

ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀରେ ‘ସମାଜ ଓ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ର

ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ : ତନୟା ପଟ୍ଟନାୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ଯାହା ଅବସ୍ଥା ଅଛି ସେଥିରେ ସାମ୍ବାଦିକ ସୁରକ୍ଷିତ ନୁହଁନ୍ତି କି ଗଣମାଧ୍ୟମ ମଧ୍ୟ ସୁରକ୍ଷିତ ନାହିଁ । ସମସ୍ତ ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ ବୋଲି
Read More...