Browsing Tag

balangir news

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ ସମାରୋହଟି +୩ ତୃତୀୟ ବର୍ଷ ଓଡିଆ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।…
Read More...

ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବା ସ୍କିମ ୱାର୍କର ଆଶା, ଅଙ୍ଗନୱାଡି କର୍ମୀ, ପାଚିକାଙ୍କୁ ୱାର୍କର ମାନ୍ୟତା ଦାବିରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋୟଲ ଧର୍ମଶାଳା ଠାରେ ବଲାଙ୍ଗିର ଜିଲ୍ଲା ଏଆଇଟିୟୁସିର ଜିଲ୍ଲାପରିଷଦ ବୈଠକ ଜିଲ୍ଲା ସଭାପତି ସାଥୀ ତୀର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।…
Read More...

ରାମଲୀଳା ନାଟକ ଆରଣ୍ୟକାଣ୍ଡ ଆରମ୍ଭ ଭରତ ମିଳନ ଓ ସୁର୍ପନକା ନାଶା କର୍ଣ୍ଣ ଛେଦନ ନାଟକ ମଂଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥପଡାରେ ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ରାମଲୀଳା ନାଟକ ଭରତ ମିଳନ, ବନ ବିହାର ଓ ପଂଚବଟି ପ୍ରବେଶ, କୁଟିରରେ ରୋଦନ, ସୁର୍ପନକା ନାଶା କର୍ଣ୍ଣ ଛେଦନ, ରାବଣଙ୍କୁ ଯାଇ ଭଉଣୀ ସୁର୍ପନକା ରାବଣଙ୍କ ଦରବାରରେ ପ୍ରକାଶିତ କରିଥିଲେ । ରାବଣ ଉତ୍ତେଜିତ…
Read More...

ପିଏମ ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସୁର୍ଡା ଠାରେ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ, ଯୋଗୀସୁର୍ଡା ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଡୋଳମଣୀ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ…
Read More...

ରାଜ୍ୟ ବିଜେପି ଉପ-ସଭାପତିଙ୍କ ଦ୍ୱାରା ଆର.ଆର. କଲୋନୀଠାରେ ଆୟୁଷ୍ମାନ କାର୍ଡ ବିତରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଦେଇପାଲି ଆର.ଆର. କଲୋନୀ ସ୍ଥିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ରାଜ୍ୟ ବିଜେପି ଉପ-ସଭାପତି ଗୋଲକ ମହାପାତ୍ର ସଦର ବ୍ଲକର ହିତାଧିକାରୀମାନଙ୍କୁ ଆୟୁଷ୍ମାନ କାର୍ଡ ବିତରଣ କରିଥିଲେ । ଏହି ଅବସରରେ…
Read More...

ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ମହିମୁଣ୍ଡାରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ମହିମୁଣ୍ଡା ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁନିଲ କୁମାର ଭୋଇ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।…
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର : ଶାସ୍ତ୍ରୀ ନଗର ବଲାଙ୍ଗିରର ଜାତୀୟ ମର୍ଯ୍ୟାଦା ଚୟନ ପ୍ରକ୍ରିୟା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଅଗ୍ରଣୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ (ଭାରତ) ପକ୍ଷରୁ ପରିଚାଳନା କରାଯାଉଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ବଲାଙ୍ଗିରର ଉନ୍ନତ ମାନ ଓ ଉତ୍କୃଷ୍ଟ ଜାତୀୟ…
Read More...

କୋଶଲି ଭାଷାର ପ୍ରଚାର ପ୍ରସାର ପାଇଁ ଗାଁ ମୁହାଁ ତହଁକ୍ କୁଟୁମ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗତବର୍ଷ ରାମନବମୀ ଅବସରରେ ଉଦ୍‌ଘାଟିତ ହୋଇଥିବା ତହଁକ୍ କୁଟୁମ୍‌ର ଭିନ୍ନ କାର୍ୟ୍ୟକ୍ରମ "ସ୍କୁଲ ନୁ କଲେଜ୍ ଗାଁ ନୁ ସହର୍' ତହଁକ୍ ପୁହୁଁଚିଲା ଘର୍ କେ ଘର୍"କୁ ଗୋଟିଏ ବର୍ଷ ପୁରିଯାଇଛି । ଆଜି ଏହି ଅବସରରେ ଆଉ ଏକ ପଦକ୍ଷେପ ନେଇଛି ଅନୁଷ୍ଠାନ । ବିଭିନ୍ନ…
Read More...

ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ଜି ମାଥୀ ଭଥନନଙ୍କ ବଲାଙ୍ଗିର ଗସ୍ତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ତଥା ବଲାଙ୍ଗିର ଜିଲ୍ଲା ନୋଡ଼ାଲ ଅଧିକାରୀ ଜି ମାଥୀ ଭଥନନ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମେ ପୁଇଁତଳା ବ୍ଲକର ମଲମୁଣ୍ଡା ଠାରେ ଟେରାକୋଟା କାମ ଦେଖିଲା ସହ କାରିଗରଙ୍କୁ ଆୟ ଏବଂ ବିକ୍ରି…
Read More...

ଡ. ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ସଦାଇପାଲିରେ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ସଦାଇପାଲି ନବଜ୍ୟୋତି କ୍ଲବ ତରଫରୁ ସ୍କୁଲ ପଡିଆ ଠାରେ ସନ୍ଧ୍ୟା ଘ.୮ ସମୟରେ ମହାସମାରୋହରେ ପାଳନ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଦଳିତ ଶିକ୍ଷକ ସଂଗଠନର ସଭାପତି ବାସୁଦେବ ମୁଗ୍ରୀଙ୍କ…
Read More...