ଏକ ମହାନ ଦାନ : ଶ୍ରୀମତୀ ବାଦନ ମଣି ଦାସ ଚକ୍ଷୁଦାନ କରି ଆଲୋକିତ କଲେ ଜୀବନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନର ସହାୟତାରେ ଶ୍ରୀମତୀ ବାଦନ ମଣି ଦାସଙ୍କ ଚକ୍ଷୁଦାନ କରାଯାଇଛି । ଏହା କରୁଣା ଏବଂ ମାନବତାର ଏକ ଅଦ୍ଭୁତ ଉଦାହରଣ । ଶ୍ରୀମତୀ ଦାସ, ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ମାତା ଏବଂ ନୂତନ ଦାସ ନାରୀଶକ୍ତି!-->…
Read More...
Read More...