ଫୋଉଜି କ୍ଲବର ଫୁଟବଲ ଖେଳ ଉଦ୍ଯାପିତ
ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ମିନିଷ୍ଟାଡିୟମ ଠାରେ ଗତ ଚାରିଦିନ ଧରି ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ଲୁଚକିବନ୍ଧ ଫୋଉଜି କ୍ଲବ ସଦସ୍ୟ ଏହି ଖେଳ ଆୟୋଜନ କରିଥିଲେ । ଏଥିରେ ମୋଟ୍ ୮ଟି ଫୁଟବଲ ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ମହିପୁର,!-->…
Read More...
Read More...