ଶାସ୍ତ୍ରୀ ନଗର ସିଏଚସି ହସ୍ପିଟାଲ ଠାରେ ମହିଳା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ବଲାଙ୍ଗିର : ଆଜି ସ୍ଥାନୀୟ ଟିଟିଲାଗଡ଼ ରୋଡ଼ ରେଡ଼ିଓ ଷ୍ଟସନ ସାମ୍ନା ଶାସ୍ତ୍ରୀ ନଗର ସିଏଚସି ହସ୍ପିଟାଲ ଠାରେ ମହିଳା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରିବା ସହ ଉଦ୍ଘାଟନ କରିଥିଲେ ।!-->…
Read More...
Read More...