Browsing Tag

balangir news

ପିତୃପକ୍ଷ ଭୋଜନ ସେବା ସମାପ୍ତ : ସହଯୋଗ ଫାଉଣ୍ଡେସନର ପୂଣ୍ୟ କାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୫ ଦିନ ଧରି ଅବିରତ ଚାଲିଥିଲା । ପ୍ରତିଦିନ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ରୁଟି,…
Read More...

ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଚିକା ସହାୟିକାମାନେ ଦୀର୍ଘ ୨ ଦଶନ୍ଧି ଧରି ସଫଳତାର ସହିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରୂପାୟନ କରିଛନ୍ତି । କିନ୍ତୁ ସେମାନଙ୍କୁ ନା ସର୍ବନିମ୍ନ ମଜୁରି ନା ସାମାଜିକ ସୁରକ୍ଷା, ସରକାରୀ ପାରିଶ୍ରମିକ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଡିସେମ୍ବର ୨୦୦୯…
Read More...

ଖଦ୍ୟୋତ ଅନୁଷ୍ଠାନ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ଆଗାମୀ ଦିନରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ମହିଳାମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ବଲାଙ୍ଗିର ସହରର ୧୫ଟି ସ୍କୁଲରୁ…
Read More...

ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟ ପକ୍ଷରୁ ମା’ ଦୁର୍ଗାଙ୍କ କଳସ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା' ଦୁର୍ଗାଙ୍କ ନବଦିନାତ୍ମକ ଦୁର୍ଗାପୂଜା ରୁଗୁଡିପଡାର ଦୁର୍ଗାପୂଜା ଟ୍ରଷ୍ଟ ଆନୁକୂଲ୍ୟରେ ଦୁର୍ଗାପୂଜା ବେଲ୍ୱବରଣ ରୀତିନୀତିରେ ଶେଷ ହୋଇ ଆଜି କଳସ ଯାତ୍ରା ସମାପନ ହୋଇ ମଣ୍ଡପରେ ମାଁ ମୃଣ୍ମୟୀଙ୍କ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ହୋଇଯାଇଛି । ଏ ବର୍ଷ ମା'…
Read More...

ମାସିଏ ଭିତରେ କଲ୍ୟାଣ ମଣ୍ଡପ ପୁନଃ କାର୍ଯ୍ୟକ୍ଷମ ହେଉ, ନଚେତ ଦୁର୍ବାର ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଲୋକନାଥ ମନ୍ଦିର ନିକଟସ୍ଥ ସର୍ବପ୍ରଥମ କଲ୍ୟାଣ ମଣ୍ଡପକୁ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବଲାଙ୍ଗିର ନଗର କଂଗ୍ରେସ ଉପ ଜିଲ୍ଲାପାଳ ଅଫିସ ଘେରିଛି । ୯୦ ଦଶକରେ ତିଆରି ହୋଇଥିବା ଏହି କଲ୍ୟାଣ ମଣ୍ଡପ ସମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ…
Read More...

ଜିଲ୍ଲା ସ୍ତରୀୟ “ଆସ ଆମେ ସ୍କୁଲ ଯିବା’ ଅଭିଯାନ ରଥ ଓ ପଦଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ‘ବିକଶିତ ଭାରତ' ଏବଂ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ବିଦ୍ୟାଳୟ ଶିକ୍ଷା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ…
Read More...

ସୁସ୍ଥ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ନିର୍ଦ୍ଦେଶନାମା କ୍ରମେ "ସୁସ୍ଥ ନାରୀ ସଶକ୍ତ ପରିବାର" ପାଇଁ ଏକ ମେଗା ମହିଳା ସ୍ୱାସ୍ଥ୍ୟ ଶିବିର ବଲାଙ୍ଗିର ସ୍ଥାନୀୟ କଲେଜ ଛକ ସ୍ଥିତ କନ୍ଧପାଲି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ…
Read More...

ଜିଲ୍ଲା ସ୍ତରୀୟ “ଆସ ସ୍କୁଲ ଯିବା” ପଦଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ଅଭିଯାନ ଆୟୋଜିତ ଜିଲ୍ଲା ସ୍ତରୀୟ "ଆସ ସ୍କୁଲ ଯିବା" ସଚେତନତା ପଦଯାତ୍ରା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରସିଂହା ସ୍ଥିତ ନେତ୍ର ଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ଜରସିଂହା ସ୍ଥିତ ଖେଳ ପଡିଆ ଠାରେ ଶେଷ…
Read More...

ଦେଓଗାଁ ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା…
Read More...

ହରିହର ହସପିଟାଲ ବିରୋଧରେ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୁଦପଡା ଛକ ସ୍ଥିତ ହରିହର ହସପିଟାଲ ବିରୋଧରେ ଗୁରୁତର ଅଭିଯୋଗ ଆସିଛି ଭୁଲ ଚିକିତ୍ସା ତଥା ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ଦିନ ବେଲପଡାର…
Read More...