Browsing Tag

balangir news

ନଗର କଂଗ୍ରେସ ପକ୍ଷରୁ ମହାଦେବ ମନ୍ଦିର ପାର୍ଶ୍ଵସ୍ଥ ସର୍ବ ପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ…

ଦଶହରା ପରେ କାର୍ଯ୍ୟାରମ୍ଭର ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ - ନଗର କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସମ୍ବଲପୁର ରୋଡ ମହାଦେବ ମନ୍ଦିର ପାର୍ଶ୍ଵସ୍ଥ ବଲାଙ୍ଗିର ସହରର ସର୍ବପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ ନଗର କଂଗ୍ରେସ…
Read More...

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟିରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟିରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିରର ଉଦଯାପନୀ ଉତ୍ସବରେ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।…
Read More...

ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର

କଲେଜ୍ ଜମି କଲେଜ୍ ନାଁରେ କେବେ ହେବ ରାଜସ୍ୱ ମନ୍ତ୍ରୀ ଜବାବ ଦିଅଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥା ଶୀଘ୍ର ପୂରଣ ଆମର ଦାବିଶିକ୍ଷାବିତ୍ ଓ ଅଣରାଜନୈତିକ ବ୍ୟକ୍ତିଙ୍କୁ ନେଇ କଲେଜ୍ କ୍ୟାମ୍ପସର ଗଭର୍ଣ୍ଣି ବଡି ତିଆରି ହେବା ସରକାର ତାର ଜବାବ ଦିଅ ବଲାଙ୍ଗିର,…
Read More...

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିକଛିଡା ଗ୍ରାମରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିକଛିଡା ଗ୍ରାମରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟା ବିନିତା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି…
Read More...

ପାଟଣା ଷ୍ଟେଟ ପ୍ରଥମ ମେଟ୍ରିକ୍ୟୁଲେଟ ରବିଚନ୍ଦ୍ର ସାଏଙ୍କ ୧୩୭ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ସମ୍ମିଳନୀ କକ୍ଷରେ ଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପାଟଣା ଷ୍ଟେଟର ପ୍ରଥମ ମେଟ୍ରିକ୍ୟୁଲେଟ ରାଜ୍ୟ ଭୂଷଣ ରବିଚନ୍ଦ୍ର ସାଏଙ୍କ ୧୩୭ତମ ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ ସାଧାରଣ ସଂପାଦକ ଦିବାକର…
Read More...

ସକମାରେ ଜଗନ୍ନାଥ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ସକମା ପଂଚାୟତ ସକମା ଠାରେ ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ କମ୍ୟୁନିଟି ସେଣ୍ଟର ସହ ଜଗନ୍ନାଥ ମଣ୍ଡପର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ତାଙ୍କ ବିଧାୟକ ଥିବା ସମୟରେ ବିଧାୟକ ପାଣ୍ଠି ଅନୁଦାନରେ ଏହି ଉଭୟ ପ୍ରକଳ୍ପ ପାଇଁ ୩…
Read More...

ପି.ଆର ହାଇସ୍କୁଲ ବଲାଙ୍ଗିରରେ ଭାରଉତ୍ତୋଳନ ସ୍କୁଲ ଟ୍ରାଏଲ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୫ ଏବଂ ୨୬ ତାରିଖ ଦୁଇ ଦିନ ବ୍ୟାପି ବ୍ରହ୍ମପୁରରେ ରାଜ୍ୟ ସ୍କୁଲ ସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ବଲାଙ୍ଗିର ଜିଲ୍ଲା ସ୍କୁଲ ସଂଘ ତରଫରୁ ଆଜି ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ଥିବା ପିଏମ୍‌ ଶ୍ରୀ ହଲ…
Read More...

ଚୋର ସହ ଚୋରି ମୋବଇଲ ଧରି ଲୋକଙ୍କୁ ଫେରସ୍ତ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର : ବଲାଙ୍ଗିର ଟାଉନ ପୋଲିସର ପକ୍ଷରୁ ସୋମବାର ସନ୍ଧ୍ୟାରେ ମୋବାଇଲ ଫୋନ୍ ଫେରସ୍ତ ମେଳା ଅନୁଷ୍ଠିତ ହୋଇଥିବା ନେଇ ସୂଚନା ରହିଛି । ସହର ଭିତରୁ ବିଭିନ୍ନ ସମୟରେ ଏବଂ ସହରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ପ୍ରାୟ ୩୧ଟି ମୋବାଇଲ ଫୋନକୁ ବଲାଙ୍ଗିର ଟାଉନ ପୋଲିସ ଟିମ୍ ଉଦ୍ଧାର କରି…
Read More...

ମହାଳୟାରେ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପବିତ୍ର ମହାଳୟା ଦିନ ସନ୍ଧ୍ୟାରେ ଟିକ୍ରାପଡା ଠାରେ ଦିବଂଗତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧା ଓ ଭକ୍ତି ସହିତ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ ପ୍ରଦାନ କରାଯାଇଛି । ଏ ଅବସରରେ…
Read More...

ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଭାଗବତ ମନ୍ଦିର (ବାବା ମଠ) ସାଗରପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡ. ସତ୍ୟବନ୍ତ ବେଦବାକ୍‌…
Read More...