Browsing Tag

balangir news

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ସୀମାରେ ରକ୍ତ, ହୃଦୟରେ ଦେଶ : ୧୯୫୯ ମସିହା ଅକ୍ଟୋବର ୨୧ରେ ଲଦାଖର ହଟ୍ ସ୍ପ୍ରିଙ୍ଗରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳିଦେଶପାଇଁ ପ୍ରାଣବଳୀ ଦେଇଥିବା ସହିଦ ପୋଲିସଙ୍କ ସ୍ମୃତିରେ ୨୧ ଅକ୍ଟୋବରରେ ‘ପୋଲିସ ସ୍ମାରକୀ ଦିବସ’ ପାଳନ ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
Read More...

ଜିଲ୍ଲାସ୍ତରୀୟ କଳା ଉତ୍ସବ-୨୦୨୫ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତକାଲି ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରବୀର…
Read More...

ରାଜ୍ୟସ୍ତରୀୟ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ତୃତୀୟ ପର୍ଯ୍ୟାୟର ହିତାଧିକାରୀଙ୍କୁ ଗୃହ ନିର୍ମାଣର ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ…
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ ପରିସରରେ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ସମାଜସେବୀ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ…
Read More...

କୁଟାସିଂହାର ଅଙ୍ଗ ନଦୀ ସେତୁ ଅଧାପନ୍ତରିଆ, ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀଙ୍କ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ହେଉଛି ଜିଲ୍ଲା ତଥା ବ୍ଲକର ଏକ ପଛୁଆ ଅଂଚଳ ଜିଲ୍ଲାର ସୀମାନ୍ତ ଓ ଉପାନ୍ତ ଅଂଚଳ ଭାବେ ମଧ୍ୟ୍ୟ ଚୀର ପରିଚିତ । ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ଏ ଅଂଚଳକୁ ଦୃଷ୍ଟି ଦେଇ ବଲାଙ୍ଗିର ଓ ସୁବର୍ଣ୍ଣପୁର…
Read More...

ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ଚତୁର୍ଥ କ୍ଲଷ୍ଟର ସ୍ତରୀୟ ବୈଠକ ଜୁନହାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ବ୍ଳକ୍ ଶିକ୍ଷା ଅଧିକାରୀ କବିରାଜ ମାଝୀ ମୁଖ୍ୟ…
Read More...

ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ଅଷ୍ଟମ ପୂଣ୍ୟ ତିଥି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦର୍ଶ ଶିକ୍ଷକ ନାଟ୍ୟ ସଂକୀର୍ତ୍ତନ ଗୁରୁ, ଗୀତିକାର, ମୃଦଙ୍ଗ ବାଦକ ତଥା ଶ୍ରୀରାମ ମନ୍ଦିର, ବାନ୍ଧନଘୋରର ପ୍ରତିଷ୍ଠାତା ସ୍ୱର୍ଗତ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ଅଷ୍ଟମ ପୂଣ୍ୟ ତିଥି ଶ୍ରାଦ୍ଧ ଦିବସ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ…
Read More...

ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନ୍ଦୁରବାହାଲ ଶିବ ମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ତତ୍ତ୍ୱାବଧାନରେ ସର୍ବ ଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ସମଲେଶ୍ୱର ମନ୍ଦିର ଭୁଷୁଡିବା ୫ ବର୍ଷ ପୁରିଲା : ଅଧାରେ ଅଟକି ରହିଛି ଉନ୍ନତିକରଣ

ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା’ ସମଲେଶ୍ୱରୀ ଦେବୀ ଅସ୍ଥା ଓ ବିଶ୍ୱାସର ଦେବୀ । ଏହି ମନ୍ଦିରଟି ପାଟଣା ଶାସନ ସମୟରେ ୧୯୧୫ ମସିହାରେ ମହାରାଜ ପୃଥ୍ୱୀରାଜ ସିଂହଦେଓ ନିଜର ଗଚ୍ଛିତ ଧନରେ ନିର୍ମାଣ କରିଥିଲେ । ଏହି ମନ୍ଦିର ଏବେ…
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଓରମାସ ମିଳିତରେ ଡିଆରଡିଏ ସମ୍ମୁଖରେ ଦୀପାବଳି ଷ୍ଟଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଆରଡିଏ ସମ୍ମୁଖରେ ଜିଲ୍ଲା ପ୍ରଶାସନ ଓ ଓରମାସ ମିଳିତରେ ଆଲୋକ ପର୍ବ ଦୀପାବଳୀ ଅବସରରେ ଦୀପାବଳି ଷ୍ଟଲଟି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା ଓ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସଙ୍କ…
Read More...