Browsing Tag

balangir news

ଜିଲ୍ଲା କଳା ଓ ସଂସ୍କୃତି ସଂଘ ପକ୍ଷରୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଳା ଓ ସଂସ୍କୃତି ସଂଘ ପକ୍ଷରୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ତାଙ୍କର ସ୍ମୃତିଚାରଣ କରାଗଲା । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର, ଜିଲ୍ଲା କଳା ଓ ସଂସ୍କୃତି ସଂଘର…
Read More...

ଗାୟତ୍ରୀ ପୀଠ ଠାରେ ତ୍ରିବେଣୀ ଜନ୍ମ ଶତାବ୍ଦୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ବଲାଙ୍ଗିର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଆସଙ୍ଗପି ବିଚିତ୍ର କୁମାର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ତ୍ରିବେଣୀ ଜନ୍ମ ଶତାବ୍ଦୀ ଅଖଣ୍ଡ ଦ୍ୱୀପ ଶତାବ୍ଦୀ…
Read More...

ଜୀବନ ବୀମା ଅଭିକର୍ତ୍ତା ମହାସଂଗଠନର ଦୁଇ ଦିନିଆ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବୀମା ଅଭିକର୍ତ୍ତା ମହାସଂଗଠନ, ସମ୍ବଲପୁର ମଣ୍ଡଳ ପରିଷଦର ୧୧ତମ ସାଧାରଣ ଅଧିବେଶନ ଚଳିତ ବର୍ଷ ଡିସେମ୍ବର ୧୩ ଓ ୧୪ ତାରିଖରେ ବଲାଙ୍ଗିରଠାରେ ଅନୁଷ୍ଠିତ ହେବ । ସ୍ଥାନୀୟ ସମ୍ବଲପୁର ରୋଡ ସ୍ଥିତ ନଟରାଜ ପେଲେସଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ…
Read More...

ତକ୍ଷଶିଳା ଗୁରୁକୁଳର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଚିମନିଭାଟି ସ୍ଥିତ ତକ୍ଷଶିଳା ଗୁରୁକୁଳ ସ୍କୁଲ ପଡିଆରେ ବାର୍ଷିକ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରୀ ଅଧିବକ୍ତା ସଂଜୟ ପ୍ରଧାନ ଓ ଅନ୍ତର୍ଜାତୀକ କରାଟେ ସ୍ୱର୍ଣ୍ଣ ପଦକ ବିଜେତା କୋଚ ତଥା ଯୁବ ସମାଜ ସେବୀ ଅସୀମ କୁମାର…
Read More...

ତହଁକ କୁଟୁମ୍‌ର ଭାବର ଭେଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାବରେ ମଣିଷ ବନ୍ଧା । ଭାବ ହିଁ ମଣିଷ ଭିତରେ ନିବିଡ ସମ୍ପର୍କ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବଲାଙ୍ଗିର ପଥରଚେପା ପଞ୍ଚବଟୀ ଉଦ୍ୟାନରେ ତହଁକ ସାହିତ୍ୟ କୁଟୁମର ଭାବର ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟିକ ଓ ସାମ୍ବାଦିକ…
Read More...

ମାହେଶ୍ଵରୀ ମହୋତ୍ସବ – ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା' ମାହେଶ୍ଵରୀ ସେନା ତରଫରୁ ୪ର୍ଥ ବାର୍ଷିକ ପାଇଁ ମାହେଶ୍ଵରୀ ମହୋତ୍ସବ ଆୟୋଜିତ ହୋଇଯାଇଛି । ଆମ ଅଂଚଳର ସଂସ୍କୃତି ପରମ୍ପରା ପ୍ରଚାର ପ୍ରସାର ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ମା' ମାହେଶ୍ଵରୀ ସେନାର ଏକ ପ୍ରୟାସ । ଓଡ଼ିଆ ଭାଷା,…
Read More...

ନୂତନ ଭାବେ ଗଠନ ହେଲା୧୯୯ଟି ପୋଲିଂ ଷ୍ଟେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବୈଠକ ଗୃହଠାରେ ଜିଲ୍ଲାପାଳ ଗୌରୱ ଶିୱାଜି ଇସାଲୱାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଡେପୁଟି କଲେକ୍ଟର ଦେବସ୍ମିତ ମଲ୍ଲିକଙ୍କ ସମେତ ବିଭିନ୍ନ…
Read More...

ଏକ ଦିବସୀୟ “ଆସ ସ୍କୁଲ ଯିବା “କାର୍ଯ୍ୟକ୍ରମର ଓରିଏନଟେସନ ଓ ରିଭ୍ୟୁ ମିଟିଙ୍ଗ

-"ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟ ସହ ଯୋଡିବା ଆମର ପ୍ରଧାନ ଲକ୍ଷ୍ୟ" ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାଗୃହଠାରେ "ଆସ ସ୍କୁଲ ଯିବା" କାର୍ଯ୍ୟକ୍ରମ ଉପରେ ଏକ ଦିବସୀୟ ଓରିଏନଟେସନ ଓ ରିଭ୍ୟୁ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା…
Read More...

ଡ. ବି.ଆର୍‌. ଆମ୍ବେଦକରଙ୍କ ୬୯ତମ ଦିବସ ମହାପରିନିର୍ବାଣ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗେଟସରୋବର ପଡା ଲକ୍ଷେ ଘର ଗଣ୍ଡା ସମାଜ ଆନୁକୂଲ୍ୟରେ ଡ. ଆମ୍ବେଦକର ପାଠାଗାର ପ୍ରାଙ୍ଗଣରେ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଯୁବନେତା ସୀତାରାମ କୁମ୍ଭାରଙ୍କ ପରିଚାଳନାରେ ସଭା…
Read More...

ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପୂର୍ବ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା' ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଲାଠୋର ଓ କଣ୍ଟାବାଞ୍ଜିରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କମିଟିର ସମ୍ପାଦକ କିର୍ତ୍ତୀଚନ୍ଦ୍ର…
Read More...