Browsing Tag

balangir news

ପି ପି ଏକାଡେମୀ ୧୯୮୫ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଙ୍କର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପି.ପି. ଏକାଡେମୀ ୧୯୮୫ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବଲାଙ୍ଗିର ନିକଟସ୍ଥ ଗେଡାବାଞ୍ଜି ବଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପି.ପି.ଏକାଡେମୀରେ ସେ ସମୟର ଥିବା ତିନୋଟି ସେକ୍ସନର ପ୍ରାୟ…
Read More...

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ହେଲଥ୍‌ କେୟାର ଅନ୍‌ ହ୍ୱିଲ୍ସ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିତ୍ତିଭୂମି ଦେଶର ଆଭ୍ୟନ୍ତରୀଣ ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ୱାସ୍ଥ୍ୟ ଭିତ୍ତିଭୂମିର ଏକ ପ୍ରମୁଖ ଅଙ୍ଗ ଅଟେ । କାରଣ ଉତ୍ତମ ସ୍ୱାସ୍ଥ୍ୟ ହିଁ ଉତ୍ତମ ଶିକ୍ଷା ଗ୍ରହଣରେ ସହାୟକ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ସମୂହ ଜନ…
Read More...

ଉଗ୍ରସେନ ଷଡ଼ଙ୍ଗୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍) : ସ୍ଥାନୀୟ ସତ୍ୟନାରାୟଣପଡା ନିବାସୀ ପ୍ରଖ୍ୟାତ ବରିଷ୍ଠ ଅଭିନେତା, ସୁନାମଧନ୍ୟ କ୍ରୀଡାବିତ୍ ତଥା ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଉଗ୍ରସେନ ଷଡ଼ଙ୍ଗୀ(୭୩)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମାପିତ…
Read More...

ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନର ଜିଲ୍ଲା ଓ ଜୋନାଲ ସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନ ଓଡିଶା ତରଫରୁ ବଲାଙ୍ଗିର ପଂଚାୟତ ସାଧନ କେନ୍ଦ୍ର ଠାରେ ଏକ ଜିଲ୍ଲା ଓ ଜୋନାଲ ସ୍ତରୀୟ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ଆବାହକ ଉମେଶ ଚନ୍ଦ୍ର ପୁରୋହିତ ଅଧ୍ୟକ୍ଷତା କରିଥିଲେ ଏବଂ ରାଜ୍ୟ…
Read More...

ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ : ୨୫ ନୂତନ ସଦସ୍ୟ ନେଲେ ସଦସ୍ୟତା ଶପଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ବିଦ୍ୟା ହେଭେନ୍ସ ଠାରେ ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୫ଜଣ ନୂତନ ସଦସ୍ୟ ଏହି ପ୍ରତିଷ୍ଠିତ ସଂଗଠନରେ ଯୋଗଦେବାପାଇଁ ସଦସ୍ୟତା ଶପଥ ଗ୍ରହଣ କରିଥିଲେ । ୨୦୨୫ ବର୍ଷର ସଭାପତି ଜେସି…
Read More...

ରାଜଶ୍ରୀ ଧର୍ମଶାଳାକୁ ଐତିହ୍ୟ ଗୃହ ଭାବରେ ଘୋଷଣା କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅଭିଭାବକ ମଂଚ ଏବଂ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନର ମିଳିତ ଉଦ୍ୟମରେ ‘ରାଜଶ୍ରୀ ମହୋତ୍ସବ ୨୦୨୫’ ପାଳନ କରାଯାଇଥିଲା । ପ୍ରବୁଦ୍ଧ ପାଠକ ସଂସଦ ସଭାପତି ଗିରିଜା ଶଙ୍କର ରଥଙ୍କ ସଭାପତିତ୍ୱରେ…
Read More...

ପ୍ରାକ୍‌ ବଡଦିନ ଓ ଶିଶୁ ମହୋତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମନହିରା ପଂଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ‘ହୋପ’ ଅନୁଷ୍ଠାନ ପକ୍ଷରୁ ପ୍ରାକ୍‌ ବଡଦିନ ଓ ଶିଶୁ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଅଛି । ଏହି ଅନୁଷ୍ଠାନ ଅଂଚଳର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନିରବଚ୍ଛିନ୍ନ ଭାବରେ…
Read More...

ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ ୨୦୨୫ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳ କଳା ମଣ୍ଡଳ ବଲାଙ୍ଗିର ଠାରେ ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ ୨୦୨୫ ର ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ ଓ…
Read More...

ପିପି ଏକାଡେମୀ ୧୯୯୩ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

"ତିନି ଦଶକ ପରେ ମଧ୍ୟ ସେଇ ମଜା, ସେଇ ବନ୍ଧୁତ୍ୱ" ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ତିନି ଦଶକ ପରେ ପିପି ଏକାଡେମୀର ୧୯୯୩ ମ୍ୟାଟ୍ରିକ ବ୍ୟାଚ୍‌ର ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ଦେଶର ଅନ୍ୟାନ୍ୟ ସ୍ଥାନରୁ…
Read More...

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଣ୍ଟନ କରାଯାଇଛି । ପ୍ରବଳ ଶୀତକାକରରୁ ରକ୍ଷା ପାଇବାକୁ ଏହି ସମିତି କମ୍ବଳ ବଣ୍ଟନ କରିଛି । ଏହି…
Read More...