Browsing Tag

balangir news

ନିଶାଙ୍କ ନାରେ ସଦର ପୋଲିସ ମାମଲା ରୁଜୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନିଶାଙ୍କୁ ନେଇ ହଇଚଇ । ନିଶାଙ୍କ ନାରେ ସଦର ପୋଲିସ ମାମଲା ରୁଜୁ । ଖାଲି ଏତିକି ନୁହେଁ ଅପେରା ଡାକିଥିବା କମିଟିର ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନ ଭାଟି ଗାଁ ରେ ଗତ ୧୨ ତାରିଖରେ…
Read More...

ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଶଳ କଳାମଣ୍ଡପ ଠାରେ ଆଗାମୀ ୨୫ ତାରିଖରେ ଜାତୀୟ ମତଦାତା ଦିବସ ପାଳନ ହେବାକୁ ଥିବାବେଳେ ଏହି ଉପଲକ୍ଷେ…
Read More...

ଆଟଗାଁରେ ଧରମସିଂ ମାଝୀ ମାନଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପୁଇଁତଲାକୁ ହରାଇ ଦୁହେଲ ସେମିଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଆଟଗାଁ ଖେଳପଡିଆରେ ନ୍ୟୁଷ୍ଟାର କ୍ରିକେଟ କ୍ଲବପକ୍ଷରୁ ଧରମସିଂ ମାଝି ମାନ୍‌ଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆଟଗାଁ ସରପଞ୍ଚ ସାଳିନୀ ସେଠ…
Read More...

ଲୋକ ଗୀତ ଗାୟିକା କୁନି ଛତ୍ରିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଲିଗଲେ ବଲାଙ୍ଗିର ମାଟିର ଲୋକ ଗୀତ ଗାୟିକା କୁନି ଛତ୍ରିଆ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଉଛି । ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗିର ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ…
Read More...

ଗାୟତ୍ରୀ ଶକ୍ତି ପୀଠର ବାର୍ଷିକ ଉତ୍ସବ : ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମକର ସଂକ୍ରାନ୍ତି ତିଥିରେ ବଲାଙ୍ଗିର ଗୋପାଳଜି ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତି ପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସହିତ ଦୁଇଟି ପୁଂଶବନ ସଂସ୍କାର ଓ ଦୁଇଟି ଜନ୍ମଦିନ ସଂସ୍କାର କାର୍ଯ୍ୟ…
Read More...

ଆଟଗାଁରେ ଧରମସିଂ ମାଝୀ ମାନଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପୁଇଁତଲାକୁ ହରାଇ ଦୁହେଲ ସେମି ଫାଇନାଲରେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଆଟଗାଁ ଖେଳପଡିଆରେ ନ୍ୟୁଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଧରମସିଂ ମାଝି ମାନ୍‌ଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆଟଗାଁ ସରପଞ୍ଚ ସାଳିନୀ ସେଠ…
Read More...

ନେତାଜୀ ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନେତାଜୀ ଜୟନ୍ତୀ ପାଳନ କମିଟି ବଲାଙ୍ଗିର ଉଦ୍ୟୋଗରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ସ୍କୁଲ,…
Read More...

ବଲାଙ୍ଗିରରେ ପିଏମ୍ ଶ୍ରୀ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ପିଏମ୍ ଶ୍ରୀ ବାପୁଜୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ୧୦/୧/୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ରାମଗୋପାଳ ଖମାରୀ ଶର୍ମାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା…
Read More...

ସମାଧାନ ହେଉନାହିଁ ଚାଷୀଙ୍କ ସମସ୍ୟା

ହର୍ଡାଟାଲରେ ନରସିଂହଙ୍କୁ ଭେଟି ଲୋକେ କଲେ ଅଭିଯୋଗ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାଷୀଙ୍କ ସରକାର ବୋଲି କହୁଥିବା ଚାରି ଆଡେ ଡିମ୍‌ଡିମ୍‌ ପିଟୁଥିବା ମୋହନ ମାଝିଙ୍କ ରାଜ୍ୟ ସରକାର ଧିରେ ଧିରେ ଚାଷୀ ବିରୋଧି ହୋଇ ବସିଲାଣି । ଧାନର ଗନ୍ତାଘର କୁହାଯାଉଥିବା ପଶ୍ଚିମ ଓଡିଶାର ଚାଷୀଙ୍କ…
Read More...

ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ସେଲ୍ପ ଡିଫେନ୍ସ…
Read More...