Browsing Tag

balangir news

କ୍ରୀଡାବିଦ୍‌ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଜଣାଶୁଣା କ୍ରୀଡାବିଦ୍‌ ତଥା ସମାଜସେବୀ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଆଜି ବଲାଙ୍ଗିର ସହରର ବୁଦ୍ଧିଜୀବୀ ଓ ବିଭିନ୍ନ କଳା କ୍ରିକେଟ ପ୍ରେମୀ ତାଙ୍କ ବାସଭବନରେ ତାଙ୍କ ସପରିବାର ସହ ଶ୍ରଦ୍ଧାଞ୍ଜଳି…
Read More...

ଚଣ୍ଡୀ ପ୍ରସାଦ ଖମାରୀଙ୍କୁ ପିଏଚ୍‌ଡ଼ି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର ସହାୟକ ପ୍ରଫେସର ଚଣ୍ଡୀ ପ୍ରସାଦ ଖମାରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆଇନ ବିଷୟରେ ପି.ଏଚ୍.ଡି. ଉପାଧି ସଫଳତାର ସହିତ ଅର୍ଜନ କରିଛନ୍ତି । ତାଙ୍କ ଗବେଷଣା ପ୍ରବନ୍ଧ “Sentencing Policy and…
Read More...

ମିଶନ ଫିଟ୍ ବଲାଙ୍ଗିରର ସ୍ୱପ୍ନକୁ ସାକାର କରି ଚାରିବର୍ଷ ପୂର୍ଣ୍ଣ କଲା ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଫିଟନେସ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ “ମିଶନ ଫିଟ୍ ବଲାଙ୍ଗିର” ନାରାକୁ ଆଗରେ ରଖି ଆରମ୍ଭ ହୋଇଥିବା ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ ଆଜି ସଫଳତାର ସହିତ ତାହାର ଚାରିଟିଏ ବର୍ଷ ପୂରଣ କରିଛି । ବଲାଙ୍ଗିର ସହରର…
Read More...

ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ : ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ

ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ । ଆଉ ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ। ପ୍ରେସମିଟରେ ଖୋଦ୍ ବଲାଙ୍ଗିର ଏସପି ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି ଆଉ ତୁଷୁରା ତେଲ ନଦୀ ବ୍ରିଜ ତଳୁ ଗତ ଜାନୁଆରୀ ୨ ତାରିଖରେ ମୃତଦେହ ଉଦ୍ଧାର କରାଯାଇଥିବା…
Read More...

ବଲାଙ୍ଗିରରେ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନୂତନ ଭାବେ ନିର୍ମିତ ଲନ୍ ବଲ୍ କୋର୍ଟ ଓ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ଵାରା ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟସଭା…
Read More...

ଡକ୍ଟର ନବକିଶୋର ବେହେରା ପାଇଲେ ଜାତୀୟ ଅଶୋକ ଶାନ୍ତି ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡକ୍ଟର ନବକିଶୋର ବେହେରା ଭାରତ ସରକାରଙ୍କ ନୀତି ଆୟୋଗ ଦ୍ଵାରା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ୩୪୪୩ ଜଣଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ୭ ଜଣଙ୍କ ମଧ୍ୟରେ ମନୋନୀତ ହୋଇ "ଅଶୋକ ଶାନ୍ତି ପୁରସ୍କାର-୨୦୨୫ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରକାଶ ଥାଉ କି ଶ୍ରୀ…
Read More...

ବଲାଙ୍ଗିର ଲୋକ ଉତ୍ସବର ଆଲୋଚ୍ୟ ବିଷୟ : ବଲାଙ୍ଗିର ସାଂସ୍କୃତିକ ବିଭବ ନଚନିଆ ନୃତ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ତାରିଖ ଦିନ ବଲାଙ୍ଗିର ଲୋକ ଉତ୍ସବ ସଂପାନ ସମିତି ଦ୍ୱାରା ଆଲୋଚନା ଚକ୍ରରେ ଆଲୋଚ୍ୟ ବିଷୟ ବଲାଙ୍ଗିର ସାଂସ୍କୃତିକ ବିଭବ ନଚନିଆ ନୃତ୍ୟ ଉପରେ ଆଲୋଚନା ହେବ ।…
Read More...

ମାହେଶ୍ୱରୀ ସଂଗଠନ ମାଧିଆପାଲି ପଂଚାୟତରେ ପଞ୍ଚାୟତ ଶାଖା ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମାଧିଆପାଲି ପଂଚାୟତରେ ମାହେଶ୍ୱରୀ ସଂଗଠନ, ବଲାଙ୍ଗିର ପକ୍ଷରୁ ଏକ ନୂତନ ପଂଚାୟତ ଶାଖା ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସଂଗଠନର ପଂଚାୟତ ସ୍ତରୀୟ ଗଠନକୁ ଆହୁରି ସକ୍ରିୟ କରିବା ସହ ସାମାଜିକ ସେବା କାର୍ଯ୍ୟକୁ ଗାଁ ଗାଁ ଯାଏ…
Read More...

ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ତଥା ମହାନ ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ୩୮ତମ ଶ୍ରାଦ୍ଧ ଦିବସ ଟିକ୍ରାପଡା ଜଗନ୍ନାଥ ମନ୍ଦିରରେ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଖରିଫ ବିପଣନ ୨୦୨୫-୨୬ ଋତୁ ପାଇଁ ମାଣ୍ଡିଆ, ଡାଲି ଏବଂ ତୈଳବୀଜ ଜାତୀୟ ଫସଲର କ୍ରୟ ନିମନ୍ତେ ସ୍ଥାନୀୟ ଖଣ୍ଡୀୟ ବନ ଅଧିକାରୀଙ୍କ ସଭାଗୃହରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା…
Read More...