Browsing Tag

balangir news

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଏକଦିବସୀୟ ଓଡ଼ିଆ ଭାଷା ସମ୍ପାନ

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ 'ସାଂପ୍ରତିକ ପରିପ୍ରେକ୍ଷୀରେ ଓଡ଼ିଆ ଲୋକସଂସ୍କୃତି ଓ ମାତୃଭାଷା ପ୍ରସଙ୍ଗ' ଶୀର୍ଷକରେ ଏକଦିବସୀୟ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ…
Read More...

ବଲାଙ୍ଗିରରେ ନାରାୟନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ : କୁନିକୁନି ଛାତ୍ରଛାତ୍ରୀଙ୍କ ଡ୍ୟାନ୍ସରେ ଦୁଲୁକିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସ ଲାଇନ ସ୍ଥିତ ନାରାୟନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରିନ୍ସିପାଲ୍ ଦିବ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବାର ଆସୋସିଏସନର ସଭାପତି ବାସୁଦେବ ରଥ ଯୋଗଦାନ…
Read More...

ମେଧାବୀ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଚେଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ

"ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳମନ୍ତ୍ର" ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଥିବା ଭୟ ଓ ଚାପକୁ ଦୂର କରିବା ସହ ସଫଳତାର ସଠିକ ଦିଗ ଦେଖାଇବା ପାଇଁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ 'ପ୍ରଚେଷ୍ଟା'…
Read More...

ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକା ଶ୍ରେଣୀର ୧୭ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ…
Read More...

ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ପାଳନ ସାମାଜିକ ସମରସତା କହିକି ଜରୁରୀ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଫେବୃୟାରୀ ୧୨ ତାରିଖ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ଅବସରରେ ' ସମାଜରେ ସାମାଜିକ ସମରସତା କାହିଁକି ଜରୁରୀ ବିଷୟ ଉପରେ ଏକ ଆଲୋଚନା ସଭା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା…
Read More...

ସୁରେନ୍ଦ୍ର ବେହେରା ହେଲେ ବଲାଙ୍ଗିର କ୍ଲାସିକ ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆୟୋଜିତ ହୋଇଯାଇଥିବା ବଲାଙ୍ଗିର କ୍ଲାସିକ ୨୦୨୬ରେ ସୁରେନ୍ଦ୍ର ବେହେରା ବଲାଙ୍ଗିର କ୍ଲାସିକ-୨୦୨୬ ଚମ୍ପିୟାନ ଆଖ୍ୟା ଲାଭ କରିଛନ୍ତି । ଓଡିଶାର ସବୁ ଜିଲ୍ଲାରୁ ଆସିଥିବା ପ୍ରାୟ ୧୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବଡି ବିଲଡିଂରେ…
Read More...

ସମରେନ୍ଦ୍ରଙ୍କ ବନ୍ଧୁମିଳନ : ଯୋଗ ଦେଲେ ବଲାଙ୍ଗିର ଓ ଲୋଇସିଂହା ନିର୍ବାଚନ ମଣ୍ଡଳିର କଂଗ୍ରେସ କର୍ମୀ ଓ ନେତା

ନରସିଂହ ଓ କଂଗ୍ରେସ ବଲାଙ୍ଗିର ପାଇଁ ବିକାଶ ଆଣିଛନ୍ତି - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୧୪ ମସିହା ପୂର୍ବବର୍ତ୍ତୀ ବଲାଙ୍ଗିର ଓ ୨୦୧୪ରୁ ୨୦୨୪ ଦଶ ବର୍ଷର ବଲାଙ୍ଗିରର ଅବସ୍ଥା କେବଳ ଆମ ଅଂଚଳର ଲୋକ ନୁହନ୍ତି, ସାରା ରାଜ୍ୟ ଦେଖିଛି । ନରସିଂହ ମିଶ୍ରଙ୍କ ନେତୃତ୍ୱରେ…
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଦୁଇ ଦିବସୀୟ ଜାତୀୟ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସମାଜଶାସ୍ତ୍ର ବିଭାଗ, ନୃତତ୍ତ୍ୱ ବିଭାଗ ଏବଂ ନାଇସେଟ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତା. ୧୧/୦୨/୨୦୨୬ ଏବଂ ତା. ୧୨/୦୨/୨୦୨୬ ରିଖ 'ପଶ୍ଚିମ ଓଡ଼ିଶାର ଆଦିବାସୀ ଜୈବସଂସ୍କୃତି : ସାମାଜିକ ସଂରଚନା ଓ ଜୈବିକ…
Read More...

ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ୟୁଜିସି ଆଇନ ୨୦୨୬କୁ ସମର୍ଥନ ଜଣାଇ ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀ…
Read More...

ଅଣ୍ଟା ଭିଡୁଛି ଓବିସି ମଞ୍ଚ : ଦାବି ପୂରଣ ନହେଲେ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶରେ ନିର୍ମିତ ନୂତନ ଯୁଜିସି ବିଲ୍‌କୁ ସ୍ଥଗିତ କରି ଦିଆଗଲା । ତା'ଛଡ଼ା ନୂତନ ଜନ ଗଣନା ବ୍ୟବସ୍ଥାରେ ଓବିସି ଗଣନା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଯଦ୍ୱାରା ଏସଟି ଏସସି ଓ ଓବିସି ସମ୍ପ୍ରଦାୟ ତାଙ୍କର ହକରୁ ବଞ୍ଚିତ…
Read More...