Browsing Tag

balangir news

ଐତିହାସିକ ମନବୋଧ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ଠାରେ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ଏବଂ ଅଭିନନ୍ଦନ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଐତିହାସିକ ମନବୋଧ ସାହୁଙ୍କ ସ୍ମୃତି ସମାରୋହ ଆୟୋଜିତ ହୋଇଥିଲା । ମୁଖ୍ୟ…
Read More...

ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାର କୃଷ୍ଣଚୁଡ଼ା ଇକୋ କ୍ଲବ ତରଫରୁ ପରିବେଶ ଶିକ୍ଷା କେନ୍ଦ୍ର, ଭୁବନେଶ୍ୱରର ମାର୍ଗଦର୍ଶନରେ "ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁ ପୋଖରୀ ସଫା ତଥା ପୋଖରୀ ଆଡିରେ ବଉଳ ଗଛ…
Read More...

ଜିଲ୍ଲା ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ

"ଉଲ୍ଲାସ ପରୀକ୍ଷା ଦେଲେ ୧୬୫୮୧ଜଣ" ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ "ଉଲ୍ଲାସ" ଅନ୍ତର୍ଗତ ୨୦୨୫-୨୬ ଶିକ୍ଷା ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାୟନ ପରୀକ୍ଷା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ…
Read More...

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆଜି ପଞ୍ଚାୟତ ସମିତି ବୈଠକ ଗୃହ, ପାଟଣାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ବ୍ଲକର ବିଭିନ୍ନ ଅଞ୍ଚଳରୁ…
Read More...

ବଲାଙ୍ଗିରର ସାମ୍ବାଦିକ ପବନ ଅଗ୍ରୱାଲ ‘ଶିଖର’ ସମ୍ମିଳନୀରେ ସମ୍ମାନିତ

ସମାଜସେବା ଏବଂ ସାମ୍ବାଦିକତା ପାଇଁ ସମ୍ବଲପୁର/ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଆନୁକୂଲ୍ୟରେ ଆୟୋଜିତ ପ୍ରାଦେଶିକ ଅଧିବେଶନ 'ଶିଖର'ରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ପବନ ଗୋଏଙ୍କା (ନୂଆଦିଲ୍ଲୀ)ଙ୍କ କରକମଳରେ ବଲାଙ୍ଗିରର ସାମ୍ବାଦିକ ପବନ ଅଗ୍ରୱାଲଙ୍କୁ…
Read More...

ପୁତୁରାର ଆକ୍ରମଣରେ ଖୁଡି ଆହତ

ବଲାଙ୍ଗିର, (କେପଏନ୍‌ଏସ୍‌) : ଧାରୁଆ ଅସ୍ତ୍ରରେ ଖୁଡିଙ୍କୁ ଆକ୍ରମଣ କଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚାଉଳିଆ ଗ୍ରାମରେ । ପାରିବାରିକ ବିବାଦରୁ ମଦ୍ୟପ ପୁତୁରାଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି । ଖବର ଅନୁସାରେ ଚାଉଳିଆର ସୁଶିଳା…
Read More...

ବିଶ୍ୱ ଖାଉଟି ଅଧିକାର ଦିବସ -୨୦୨୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଖାଉଟିମାନଙ୍କ ଭିତରେ ଅଧିକ ସଚେତନତା ଆବଶ୍ୟକ ରହିଛି ବୋଲି ବିଶ୍ୱ ଖାଉଟି ଅଧିକାର ଦିଵସ ବଲାଙ୍ଗିରରେ ମତ ପ୍ରକାଶ ପାଇଛି । ବଲାଙ୍ଗିର ପତିତପାବନ ଏକାଡ଼େମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଧ ମାପ ବିଜ୍ଞାନ…
Read More...

ସାମାଜିକ ସେବା ପାଇଁ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସହଯୋଗ ଫାଉଣ୍ଡେସନ୍ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା, ଯେତେବେଳେ ପ୍ରସିଦ୍ଧ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନକୁ ସମ୍ବଲପୁରରେ ଆୟୋଜିତ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓଡିଶା ପ୍ରାଦେଶିକ…
Read More...

ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ବଲାଙ୍ଗିର ନର୍ସିଂ ସ୍କୁଲର ତୃତୀୟ ଶପଥ ଗ୍ରହଣ ଉତ୍ସବ

ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍‌ ୪୯ ଜଣ ଛାତ୍ର ଛାତ୍ରୀ ଶପଥ ନେଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ସୁଦପଡା ଟାରେ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବି.ଏସ୍‌.ସି. ନର୍ସିଂ ୯ ଓ…
Read More...

ସ୍ୱାଭିମାନ ପରିବାର ଦ୍ଵାରା ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଭିମାନ ପରିବାର ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗଲପୁର ଠାରେ ସ୍ୱାସ୍ଥ୍ୟସେବା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଆଗଲପୁର ଥାନା ଅଧିକାରୀ…
Read More...