Browsing Tag

balangir news

୨୦୨୬-୨୭ ଶିକ୍ଷା ବର୍ଷ ନିମନ୍ତେ ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ସମର୍‌ କ୍ଲାସ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ +୨ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଶାଖାର ସମର୍‌ କ୍ଲାସ ୧୨-୦୩-୨୦୨୬ ଠାରୁ ଶୁଭାରମ୍ଭ ହୋଇଛି । ଏହି କ୍ଲାସଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଭାଗିଦାରୀ ଦେଖିବାକୁ ମିଳୁଛି ଏବଂ ବର୍ତ୍ତମାନ ନିୟମିତ ଶ୍ରେଣୀଗୁଡ଼ିକ ସୁଚାରୁ…
Read More...

ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ବଲାଙ୍ଗିର ସହରର ତାଲପାଲିପଡା ଉତ୍ସବମୁଖର ହେବ । ତାଲପାଲିପଡାରେ ପୁନଃନିର୍ମିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି ।…
Read More...

ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସାମୂହିକ ନିଶୁଳ୍କ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ବ୍ରହ୍ମଣ ସନ୍ତାନମାନଙ୍କୁ ସାମୂହିକ ନିଶୁଳ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୪୦ ବର୍ଷ ହେବ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଏହି…
Read More...

ଶିଶୁ ବିକାଶ କେନ୍ଦ୍ରର କ୍ରୀଡା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୪୦ତମ କ୍ରୀଡା ଉତ୍ସବ ଶିଶୁ ବିକାଶ କେନ୍ଦ୍ର ଓ ସମାଜସେବୀ ସୋମନାଥ ମିଶ୍ର ସ୍ମୃତି ସମିତିର ମିଳିତ ସହଯୋଗରେ ଚୁଡାପାଲି ନିକଟସ୍ଥ ଭୁଣ୍ଡିମୁହାଣ ଗ୍ରାମର ଉଚ୍ଚ ପ୍ରାଥମିକ…
Read More...

ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ପୀଠରେ ନବ ଦିନାତ୍ମକ ବାସନ୍ତିକ ପୂଜା ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀ ପୀଠରେ ନବ ଦିନାତ୍ମକ ବାସନ୍ତିକ ପୂଜା ଆସନ୍ତା ୧୯ ତାରିଖରୁ ୨୭ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଦେବୀଙ୍କର ପ୍ରତିଦିନ ଚଣ୍ଡିପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହେବ । ଗୁରୁବାର ଦିନ କଳସ ସ୍ଥାପନ, ନବ ଦିନାତ୍ମକ…
Read More...

ବଲାଙ୍ଗିର ଜିଲ୍ଲାରେ ‘ନବ ଭାରତ ସାକ୍ଷରତା’ କାର୍ଯ୍ୟକ୍ରମ – ପରୀକ୍ଷା ଦେଲେ ୧୬ ହଜାରରୁ ଅଧିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସାକ୍ଷରତା ହାର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରେ ରବିବାର ଦିନ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ "ଉଲ୍ଲାସ"…
Read More...

ବଲାଙ୍ଗିରରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ଭବ୍ୟ ଶପଥ ଗ୍ରହଣ ଉତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସେବା ସଦନରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ନୂତନ କାର୍ଯ୍ୟକାରିଣୀର ଭବ୍ୟ ଶପଥ ଗ୍ରହଣ ଉତ୍ସବ ବହୁତ ଉତ୍ସାହ ଓ ଗମ୍ଭୀର ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବିଭିନ୍ନ…
Read More...

ବଲାଙ୍ଗିର ଜିଲ୍ଲା ଷଡ ବଂଶୀୟ ଗଣ୍ଡ ସମାଜ ବୈଠକ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ନିକଟସ୍ଥ ଢୁଲୁସର ଶିବମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗିର ଜିଲ୍ଲା ଷଡ଼ ବଂଶୀୟ ଗଣ୍ଡ ସମାଜ ଜିଲ୍ଲା କମିଟି ପୁନର୍ଗଠନ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ନୂତନ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ସେବାକର ମଲ୍ଲିକ, ସମ୍ପାଦକ ବ୍ରଜ ଭୋଇ, କୋଷାଧ୍ୟକ୍ଷ ଶ୍ରୀବତ୍ସ…
Read More...

ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ସମସ୍ୟାର ନିରାକରଣ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା, ମହିଳା ମାନଙ୍କ ଉପରେ ହେଉଥିବା ଅନ୍ଧବିଶ୍ୱାସ ଜନିତ ଅତ୍ୟାଚାରର ପରିଣତି । ଶିକ୍ଷାର ଅଭାବ, ସମାନତାର ଅଧିକାର ନ ମିଳିବା, ସଚେତନତାର ଅଭାବ ହିଁ ଏହି ସମସ୍ୟାର ମୂଳକାରଣ ହୋଇଥିବାରୁ ସାମୁହିକ ଉଦ୍ୟମ ଯୋଗୁ ସଫଳତା ମିଳିବ…
Read More...

ଆର୍‌ସିଡିସିର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଲଟିକ୍ରା ଠାରେ ଅବସ୍ଥିତ ଥିବା ଆର୍‌ସିଡିସି କାର୍ଯ୍ୟାଳୟ ଠାରେ ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍‌ସିଡ଼ିସିର ଆଞ୍ଚଳିକ ପରିଚାଳକ ଶମ୍ଭୁ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଉକ୍ତ ପ୍ରତିଷ୍ଠା…
Read More...