ଗଞ୍ଜେଇ ଚାଷ ରୋକିବାକୁ ନେଇ ସଚେତନତା ଶିବିର
ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ରହିଥିବା ବେଳେ ଏଠାକାର ଭୌଗୋଳିକ ସ୍ଥିତି ଅନୁସାରେ ଅଧିକାଂଶ ଗାଁ ଗହଳି ଗୁଡିକ ଦୁର୍ଗମ ଓ ପାହାଡିଆ ଭିତରେ ଲୁଚି ରହିଛି । ମାଓବାଦୀଙ୍କ ଗତିବିଧି ବଢିଥିବା!-->…
Read More...
Read More...