Browsing Tag

ଗାଁ ନିକଟସ୍ଥ ବ୍ୟାଙ୍କରେ ପେନ୍‌ସନ୍‌ ସୁବିଧା ପାଇଁ ଦାବୀ

ବାର୍ଦ୍ଧକ୍ୟ ପେନ୍‌ସନ୍‌ ଆଣିବା ପାଇଁ ଖର୍ଚ୍ଚ ହେଉଛି ହଜାରେ ଟଙ୍କା : ଯିବାକୁ ପଡୁଛି ୧୫କିମି, ଗାଁ ନିକଟସ୍ଥ…

ଦେଓଗାଁ, (ମନୀଷ କୁମାର ସାହୁ) : ଚାକିରି କାଳରେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଜିଲ୍ଲା ତଥା ରାଜ୍ୟର ଅନେକ ଭିଆଇପି ଲୋକଙ୍କ ସେବା କରିଛି । ଯଦିଓ ଦରମା କମ, ପଦବୀ ଅତି ତଳ ସ୍ତରର ହେଲେ ବି ଖୁସିରେ କାମ କରି ସମୟ ଅତିବାହିତ କରିଛି । ହେଲେ ଅବସର ନେବା ପରେ ସରକାରୀ କୋଠା ଛାଡ଼ି
Read More...