କ୍ୟାମ୍ପ ଘର ଭୁଶୁଡ଼ି ଜଗୁଆଳିର ମୃତ ଘଟଣା : ମାସକ ପରେ ପରିବାରକୁ ମିଳିଲା ଛଅ ଲକ୍ଷ ଟଙ୍କା
ଜୟପାଟଣା, (ଶେଷଦେବ ବେହେରା) : କାଳ ବୈଶାଖୀର ତାଣ୍ଡବରେ ଗତ ଏପ୍ରିଲ ପାଞ୍ଚ ତାରିଖ ରାତିରେ ଜୟପାଟଣା ବ୍ଲକ ଅନ୍ତର୍ଗତ ପତି ଗୁଡ଼ା ନିକଟରେ ରହିଥିବା ଡି ଡି ବିଲଡର ଙ୍କ ପ୍ଲାଣ୍ଟ ପରିସରରେ ଥିବା କ୍ୟାମ୍ପ ଗୃହ ଭୁଷୁଡି ଯିବା ଫଳରେ ଜଗୁଆଳି କେଶବ ବିଶି (୫୦)ଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତକ!-->…
Read More...
Read More...