pakka

ଯଦି ଟିକିଏ ସମୟ ମିଳୁଛି

  • ସୁଶ୍ରୀ ସ୍ନେହଲତା

ଯଦି ଟିକିଏ ସମୟ ମିଳୁଛି, ତେବେ ନିଜର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ । ଅନେକ ସ୍ଥାନରେ ଘର କାମରେ ଗୃହିଣୀମାନେ ଏତେ ମଜ୍ଜି ଯାଆନ୍ତି ଯେ, ନିଜ ପ୍ରତି ସାମାନ୍ୟ ବି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ସବୁ କାମ ଯେପରି ଜରୁରୀ, ସେପରି ନିଜ ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ ।

  • ଯଦି ସମୟ ମିଳେ, କେବେ କେମିତି ନିଜ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇବାକୁ ଚେଷ୍ଟା କରିବାକୁ ଭୁଲନ୍ତୁ ନାହିଁ ।
  • ନିଜ ମନକୁ ଛୁଇଁବା ଭଳି କିଛି ଗୀତ ଶୁଣନ୍ତୁ ।
  • ମନ ପସନ୍ଦର କିଛି ଗପ, କବିତା ପଢ଼ନ୍ତୁ ।
  • ନିଜ ଘନିଷ୍ଠ ବାନ୍ଧବୀଙ୍କ ସହ ନିଶ୍ଚୟ କଥା ହୁଅନ୍ତୁ ।
  • ଯଦି କୌଣସି କଳା ପ୍ରତି ଆଗ୍ରହ ଥାଏ, ସେ ଦିଗରେ ପଦକ୍ଷେପ ନିଅନ୍ତୁ ।
Leave A Reply

Your email address will not be published.

3 × five =