ଓଜନ ବଢ଼ିଲେ କରିବେ କ’ଣ ?

ଥରେ ଜଣେ ମହିଳା ଭକ୍ତ ତାଙ୍କ ପରମପୂଜ୍ୟ ସନ୍ନ୍ୟାସୀ ଧର୍ମଗୁରୁଙ୍କ ପାଖରେ ପହଂଚି ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ କରୁଥିବା ପ୍ରଶ୍ନ ପଚାରିଲେ । “ହେ ଗୁରୁଦେବ, ଓଜନ ବଢ଼ିଲେ କ’ଣ କରିବାକୁ ପଡ଼ିବ ।” ଗମ୍ଭୀତାର ସହ ଧର୍ମଗୁରୁ ଉତ୍ତର ଦେଲେ – ତନ(ଶରୀର) ବଢ଼ିଲେ ବ୍ୟାୟାମ, ମନ ବଢ଼ିଲେ ଧ୍ୟାନ ଏବଂ ଧନ ବଢ଼ିଲେ ଦାନ କରିବା ଉଚିତ୍‌ । ଏହି ନ୍ୟାୟରେ ନିଜକୁ ପରିପକ୍ୱ କରିନପାରିଲେ, ବିଶେଷ କ୍ଷତି ସହିବାକୁ ପଡ଼ିଥାଏ ।

Leave A Reply

Your email address will not be published.

10 + 6 =