pakka

ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଟାଉନ ଥାନାର ଦ୍ୱାରସ୍ଥ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏକ ସିନେମାରେ ପ୍ରୟୋଗ ହୋଇଥିବା ଶବ୍ଦକୁ ବିରୋଧ କରି ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନର ରମାକାନ୍ତ ରାବଣଙ୍କ କହିବାନୁସାରେ ‘ପ୍ରିୟା ତୁ ମୋ ସିଏ’ ସିନେମାରେ ଅଭିନେତ୍ରୀ ହରିଜନ ଶବ୍ଦ ପ୍ରୟୋଗ କରିଛନ୍ତି । ଏହାକୁ ବିରୋଧ କରାଯାଉଛି । ସେ ଆହୁରି କହିଛନ୍ତି ଯେ, ଦେଶର ସୁପ୍ରିମ କୋର୍ଟ ମଧ୍ୟ ଏହି ଶବ୍ଦ ପ୍ରୟୋଗ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ସିନେମାର ଅଭିନେତ୍ରୀ ଏହି ଶବ୍ଦ ପ୍ରୟୋଗ କରି ଅଗଣିତ ଦଳିତ ମାନଙ୍କୁ ଅପମାନିତ କରିଛନ୍ତି ।

jay balangir
Leave A Reply

Your email address will not be published.

13 − 5 =