jayashree

ଫେବୃଆରୀ ଶେଷ ସୁଦ୍ଧା ତାପମାତ୍ରା ଆହୁରି ବଢ଼ିବ : ୩ରେ ଭୁବନେଶ୍ୱରରେ ୪୨ ଛୁଇଁପାରେ

ଭୁବନେଶ୍ୱର : ଫେବୃଆରୀ ଶେଷ ସୁଦ୍ଧା ଅର୍ଥାତ୍‌ ୨୮ ତାରିଖରୁ ତାତି ବଢ଼ିଯିବ । ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର୍‌ କରିବ । ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ଡିଗ୍ରୀ ଛୁଇଁପାରେ । ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି ସତର୍କ କରାଇଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ।

Leave A Reply

Your email address will not be published.