oom

‘ପଶ୍ଚିମ ଓଡ଼ିଶାର ଲୋକବ।ଦ୍ୟ’ ପୁସ୍ତକ ଉନ୍ମୋଚିତ

jsmm

ସମ୍ବଲପୁର, (ଦାମୋଦର ପଣ୍ଡା) : ନୃତ୍ୟଗୁରୁ ମୋହିତ କୁମାର ସ୍ୱାଇଁଙ୍କ ଦ୍ଵାରା ଲିଖିତ ‘ପଶ୍ଚିମ ଓଡ଼ିଶାର ଲୋକବ।ଦ୍ୟ’ ପୁସ୍ତକ ସ୍ଥାନୀୟ ପବ୍ଲିକ ଲାଇବ୍ରେରୀରେ ଉନ୍ମୋଚିତ ହୋଇଯାଇଛି । ଏହି ସଭାରେ ଶିକ୍ଷାବିତ୍ ପ୍ରଫେସର୍ ଆଦିତ୍ୟ ପ୍ରସାଦ ପାଢ଼ୀ, ଗବେଷକ ଡ. ଶ୍ୟାମ ସୁନ୍ଦର ଧର, ଗୁରୁ ରଞ୍ଜିତ ନାଗ, ପୁସ୍ତକ ଉପରେ ନିଜ ମତ ରଖି କହିଥିଲେ ଯେ, ଏହା ସମ୍ବଲପୁରୀ ଲୋକବାଦ୍ୟ ଉପରେ ଗବେଷକଙ୍କ ପାଇଁ ଏକ ଉପାଦେୟ ପୁସ୍ତକ । ସୁଚନାଯୋଗ୍ୟ ଯେ, ମୋହିତ କୁମାର ସ୍ୱାଇଁ ଚାରି ଦଶନ୍ଧି ଧରି ନିଜ ଅନୁଷ୍ଠାନ ଲହରୀ ମାଧ୍ୟମରେ ନୃତ୍ୟ ସଙ୍ଗୀତ ଉପରେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି ।

jittmm
Leave A Reply

Your email address will not be published.