jsm

ବିଜେପି ଜିଲ୍ଲା ପରିଷଦ ପାର୍ଥୀଙ୍କ ପାଇଁ ପ୍ରଚାର କଲେ କୀର୍ତ୍ତନ ଦାସ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ୧୫ ନମ୍ବର ଜିଲ୍ଲା ପରିଷଦ କ୍ଷେତ୍ରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଭାଜପା ରାଜ୍ୟ ଅନୁସୂଚିତଜାତିର ସମ୍ପାଦକ କୀର୍ତ୍ତନ ଦାସଙ୍କ ନେତୃତ୍ୱରେ ୧୫ ନମ୍ବର ଜିଲ୍ଲା ପରିଷଦ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରାଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦ ପାର୍ଥୀ ସୁମନ ଦାସଙ୍କୁ ନେଇ କାଇଁଚପୁର, ସାନରାମଚନ୍ଦ୍ର ପୁର ଓ ଝାରେଡି ରାଧାଗୋବିନ୍ଦ ପୁର ପ୍ରମୁଖ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ଯାଇ ଭୋଟ ଭିକ୍ଷା କରାଯାଇଛି ।ମତ୍ସ୍ୟଜୀବୀ ନେତା, ଭୀମସେନ ବେହେରା, ସୁରେନ୍ଦ୍ର ସାହୁ, ଗଗନ ନାହାକ, ରୋହିତ ନାହାକ, ବିଳାସ ନାହାକ, ପ୍ରସନ୍ନ ନାହାକ, ଶରତ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସହ ଅନ୍ୟମାନେ ଭୋଟ ପ୍ରଚାରରେ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.