jsm

ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଲେ ଜିଲ୍ଲାପାଳ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଜିଲ୍ଲାର ମାଲପଡା ସ୍ଥିତ ଏସ୍‌ଏସ୍‌ଡି ସ୍କୁଲ, ଖପ୍ରାଖୋଲ ଓଏଭି, ଅମୃତ ସରୋଭାର କାର୍ଯ୍ୟ ଏବଂ ହରିଶଙ୍କର ସ୍ଥିତ ପାଂଥନିବାସ୍‌କୁ ପରିର୍ଶନ କରିଥିବା ବେଳେ ସିଏଚ୍‌ସିରେ ଜଳ ନିଷ୍କାସନ, ଓଏଭିରେ ପାନୀୟ ଜଳ ଏବଂ ହଷ୍ଟେଲ ନବୀକରଣର ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ପ୍ରତିଶୃତି ଦେଇଛନ୍ତି ।

yuvodaya
Leave A Reply

Your email address will not be published.