jsm

ଉଡ଼ାରରେ ନବାହ ପାରାୟଣ ଆରମ୍ଭ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ଗାଁରେ ଗୁରୁବାର ଶ୍ରୀ ରାମଚରିତ ମାନସ ପାରାୟଣ ଆରମ୍ଭ ହୋଇଯାଇଛି । ୯ ଦିନ ଧରି ହେବାକୁ ଥିବା ଏହି ପାରାୟଣର ସଭାପତି ବୌଦ୍ଧ ଧାମନଜୁଲି ବାସିନ୍ଦା ପୃଥିରାଜ ଗରିଆଙ୍କ ସଭାପତିତ୍ୱରେ ବ୍ୟାସ ଭାବେ ସୋନପୁର ଜିଲ୍ଲା ରକସାର ବିଶ୍ବକଲ୍ୟାଣ ପୂଜାହାରୀ ଯୋଗ ଦେଇ ଥିବା ବେଳେ କର୍ତ୍ତା ଭାବେ ସୁଶାନ୍ତ ନାଏକ ଏବଂ ତାଙ୍କ ଧର୍ମପତ୍ନୀ ପ୍ରଭାସିନୀ ନାଏକ କାର୍ଯ୍ୟ ତୁଲାଉଛନ୍ତି । ପୂଜକ ଭାବେ ଟେବଡାମୁଣ୍ଡାର ପୂଜକ ଉମାଶଙ୍କର ମିଶ୍ର ପୂଜାକାର୍ଯ୍ୟ କରୁଛନ୍ତି । ୭ ତାରିଖ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ହେବା ନେଇ ପାରାୟଣ ଆୟୋଜନ କମିଟି ପକ୍ଷରୁ ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.