pr

ଅଧିକାରୀ‌ଙ୍କ ହରିଶଙ୍କର ପରିଦର୍ଶନ

dr. purohit

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାର୍ଶଦାତା ଭିନିଲ କ୍ରିଷ୍ନା, ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା, ବଲାଙ୍ଗୀର ଏସପି ନିତିନ କୁଶଲକର ପ୍ରମୁଖ ପହଁଚି ହରିଶଙ୍କର ମନ୍ଦିର ପରିଦର୍ଶନ କରି ମନ୍ଦିର ଚତୁର୍ପା‌ଶ୍ୱ ଓ ଝରଣା ବୁଲି ଦେଖିଥିଲେ, ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଓଡିଶାର ଏକ ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରର ଉନ୍ନତି କରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ହରିଶଙ୍କର କିପରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିବ ସେଥିପାଇଁ ଆଲୋଚନା କରିବା ସହ ସମସ୍ତ ଅଞ୍ଚଳ ବୁଲି ଦେଖିଥିଲେ ।

nrusinghnath
Leave A Reply

Your email address will not be published.