oom

ନାବାଳକର ବେକ କାଟିଥିବା ନାବାଳକ ଅଭିଯୁକ୍ତ ଗିରଫ

jsmm

କେନ୍ଦ୍ରାପଡା : ଜଣେ ନାବାଳକର ବେକ କାଟି ଦେଇଥିବା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଘଟଣାର ୨୪ ଘଂଟା ମଧ୍ୟରେ ସଦର ଥାନା ପୋଲିସ ହାତରେ ଧରାପଡିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଗତ ଗୁରୁବାର ସଦର ଥାନା ଅନ୍ତର୍ଗତ କଳପଡା ପଂଚାୟତର ଟୁବିହୁଡା ଗ୍ରାମର ନିଜ ମାମୁଁ ଘରକୁ ଆସିଥିବା ବାପୁନି ଓରଫ ମହେଶ୍ୱର ଦଳେଇ(୮)ର ବେକକୁ ଏକ ବ୍ଲେଡ ଦ୍ୱାରା କାଟି ଦେଇଥିବା ଅଭିଯୋଗରେ ସେହି ଗ୍ରାମର ଜଣେ ୧୪ ବର୍ଷର ନାବାଳକକୁ ସଦର ଥାନା ପୋଲିସ ଅଭିଯୋଗର ୨୪ଘଂଟା ମଧ୍ୟରେ ଗିରଫ କରି କିଶୋର ନ୍ୟାୟ ପରିଷଦ ନିକଟରେ ହାଜର କରିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.