pakka

ବୟୋଜ୍ୟେଷ୍ଠ ଗୋବିନ୍ଦ ଚନ୍ଦ୍ର ଯୋଷୀଙ୍କ ଦେହାନ୍ତ

bbehera

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଚନ୍ଦନଭାଟି ନିବାସୀ ଗୋବିନ୍ଦ ଚନ୍ଦ୍ର ଯୋଷୀଙ୍କ ୯୯ ବର୍ଷ ବୟସରେ ଆଜି ପ୍ରାତଃ ୪ଟା ୩୫ମି.ରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ସେ ଚନ୍ଦନଭାଟି ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ଦେହାନ୍ତରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଚନ୍ଦନଭାଟି ଜଗନ୍ନାଥ ମନ୍ଦିରର ସଭାପତି ଭାବେ ସେ ୨୦ ବର୍ଷ ଧରି ଦାୟିତ୍ୱ ଗ୍ରହଣ କରିଥିଲେ । ଜଣେ ସମାଜସେବୀ, ପରୋପକାରୀ ଭାବେ ସେ ଅଂଚଳରେ ସୁନାମ ଅର୍ଜନ କରିଥିଲେ ।

jay balangir
Leave A Reply

Your email address will not be published.

5 × 4 =