pakka

ବାରିପଦା ଏମ୍‌କେସି ହାଇସ୍କୁଲରେ ପଶିଲା ଦନ୍ତାହାତୀ

bbehera

ବାରିପଦା : ବାରିପଦା ଏମ୍‌କେସି ହାଇସ୍କୁଲରେ ପଶିଲା ଦନ୍ତାହାତୀ । ଏମ୍‌କେସି ହାଇସ୍କୁଲ ସହ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ । ପୋଲିସ ଓ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ଭୋରରୁ ସ୍କୁଲର ମୁଖ୍ୟ ଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଭିତରକୁ ପଶି ଯାଇଛି ହାତୀ । ଖବର ପାଇ ବନ ବିଭାଗର ଏକ ଟିମ୍‌ ହାତୀଟିକୁ ସେଠାରୁ କାଢି ପୁଣି ଜଙ୍ଗଲରେ ଛାଡିବାର ପ୍ରୟାସ ଜାରି ରଖିଛି । ତେବେ ପ୍ରାୟ ୮/୯ ଏକରର ସ୍କୁଲ ପରିସର ଭିତରେ ଅନେକ ଜଙ୍ଗଲିଆ ସ୍ଥାନ ଥିବାରୁ ହାତୀଟିକୁ କାବୁ କରିବା ସମ୍ଭବ ହୋଇ ନାହିଁ ।

jay balangir
Leave A Reply

Your email address will not be published.

ten − one =

error: Content is protected !!