ସହରର ରେଷ୍ଟୁରାଣ୍ଟ, ଢାବା ଓ ରାସ୍ତାକଡରେ ଥିବା ହୋଟେଲଗୁଡିକୁ ଚଢାଉ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ତରଫରୁ ସହରରେ ଥିବା ରେଷ୍ଟୁରାଣ୍ଟ, ଢାବା ଓ ରାସ୍ତାକଡର ହୋଟେଲଗୁଡିକୁ ଚଢାଉ କରାଯାଇଛି । ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢାଉ କରାଯାଇଥିବା ବେଳେ ଚଢାଉରେ ସହରର ରେଷ୍ଟୁରାଣ୍ଟ, ଢାବା ଓ ରାସ୍ତାକଡରେ ଥିବା ହୋଟେଲଗୁଡିର ଖାଦ୍ୟର ମାନ ପରୀକ୍ଷା କରାଯାଇଥିବା ସହ ଜଙ୍କ୍‌ ଫୁଡ ଉପରେ ଜୋରିମାନା ଆଦାୟ କରାଯାଇଥିଲା ।

Leave A Reply

Your email address will not be published.

twelve + 11 =