csstore

ମାନବାଧିକାର ୟା.ଡି.ସିର ଜିଲ୍ଲା ସମ୍ପାଦକ ହେଲେ ସୈରେନ୍ଦ୍ର ଓ ଏକଜ୍ୟୁକେଟିଭ ମେମ୍ବର ବୀରକିଶୋର

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଆଜି ତା ୧୦ /୦୭/ ୨୫ ରିଖ ମାନବାଧିକାର ୟା.ଡି.ସିର ରାଷ୍ଟ୍ରୀୟ ସଭାପତି ଡ଼. ଶିଶିର କୁମାର ମଞ୍ଜୁମଦାରଙ୍କ ଆହ୍ୱାନ କ୍ରମେ ରାଜ୍ୟ ମାନବାଧିକାର ୟା.ଡି.ସି ସଂଗଠନର ରାଜ୍ୟ ସଭାପତି ତଥା ଇନଚାର୍ଜ ଓଡିଶା ସୁକୁମାର ରଞ୍ଜନ ପ୍ରଧାନଙ୍କ ଅନୁମୋଦନରେ ରାଇରଙ୍ଗପୁରର ବିଶିଷ୍ଟ ସ୍ୱେଚ୍ଛାସେବୀ ସୈରେନ୍ଦ୍ର ମହାନ୍ତଙ୍କୁ ମୟୁରଭଞ୍ଜ ଜିଲ୍ଲା ସଂଗଠନର ସମ୍ପାଦକ ଭାବେ ନିଯୁକ୍ତି ଦିଆଗଲା । ଏବଂ ୟା.ଡି.ସି. ସଂଗଠନର ଏକଜ୍ୟୁକେଟିଭ ମେମ୍ବର ଭାବେ ବୀରକିଶୋର ଦାସଙ୍କୁ ନିଯୁକ୍ତି ଦିଆଗଲା । ସେ ଦୁହେଁ ତାଙ୍କର ଦାୟିତ୍ୱ ସୁଚାରୁରୂପେ ତୁଲାଇ ଜନସାଧାରଣଙ୍କ ଅଧିକାର ପାଇଁ ସର୍ବଦା ଲଢେଇ କରିବେ ବୋଲି ମତପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.