pakka

ରବୀନ୍ଦ୍ର ମଣ୍ଡପଠାରେ “ଗାନ୍ଧୀ ଭଜନ ସମାରୋହ” ଆୟୋଜିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ “ଗାନ୍ଧୀ ଭଜନ ସମାରୋହ” ଆୟୋଜିତ ହୋଇଥିଲା । ରାଜ୍ୟର ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନେ ବୈଷ୍ଣବ ଜନତୋ ଏବଂ ରଘୁପତି ରାଘବ ଭଳି ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗୁଡିକ ଗାନ କରି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

2 × three =