jsm

ଅଗ୍ନି ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ବିଡ଼ିଓ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କିଛିଦିନ ତଳେ ଗରମ ତେଲ କଡେଇରେ ପଡି ଅର୍ଦ୍ଧଦଗ୍ଦ ହୋଇଯାଇଥିବା ଚୁନ ପେଣ୍ଟର ଭାବେ କାମ କରୁଥିବା ଶ୍ରମିକ ଶଙ୍କର ପାଣିଗ୍ରାହୀଙ୍କ ପୀଡିତ ଅବସ୍ଥା ଏବଂ ସେ ବାସ କରି ରହି ଆସିଥିବା ଭଙ୍ଗା କୁଡିଆକୁ ଯାଇ ବିଡ଼ିଓ ସୁବ୍ରତ କୁମାର ଜେନା ଭେଟି ତାଙ୍କର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଅବଗତ ହୋଇଥିଲେ ।

yuvodaya
Leave A Reply

Your email address will not be published.