csstore

ଶୀତ ବସ୍ତ୍ର ବଣ୍ଟନ କଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହିଁ ମାଧବ ସେବା । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ ଅନେକ ବୃଦ୍ଧବୃଦ୍ଧା ଗରିବ ନୀରିହ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି । ତେବେ ଏଭଳି ମାନବିକତାକୁ ନେଇ ଏବେ ଗରିବ ଲୋକମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ବୋଲି ଅନେକ ଲୋକମାନେ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.