csstore

ବଲାଙ୍ଗିର ଯାଦବ ଭବନରେ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ୭୫ତମ ସ୍ୱାଧୀନତା ଦିବସ ବଲାଙ୍ଗିର ଯାଦବ ଭବନ ପରିସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଉପ-ସଭାପତି ବସୁଦେବ ନାଗ ପତାକା ଉତ୍ତୋଳନ କରିଥିବା ବେଳେ ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଦିଗାମ୍ବର ମାଝୀ, ଦୁତି ବାହନ ଚନ୍ଦନ, ରଥି ଚନ୍ଦ୍ର ଭୋଇ, ଟୁନା ନାଗ, ଅଷ୍ଟମୀ ବଗର୍ତ୍ତୀ, ଖରତମଲ ରାଉତ, ଆକୁଳ ବଗର୍ତ୍ତୀ ପ୍ରମୁଖ ଯାଦବ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.