ଆଜି ବସିବ ସର୍ବଦଳୀୟ ବୈଠକ : ଗୃହର ସୁପରିଚାଳନା ପାଇଁ ବୈଠକରେ ହେବ ଆଲୋଚନା

ଭୁବନେଶ୍ୱର : ବିଧାନସଭାର ବଜେଟ୍‌ ଅଧିବେଶନରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ ହେବ । ତେବେ ବଜେଟ୍‌ ଅଧିବେଶନ ପୂର୍ବରୁ ବିଧାନସଭାର ସର୍ବଦଳୀୟ ନେତାଙ୍କର ଏକ ବୈଠକ ଆଜି ସକାଳ ୧୧ଟା ୩୦ରେ ବିଧାନସଭା ସଚିବାଳୟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ।

ଗୃହକାର୍ଯ୍ୟର ସୁପରିଚାଳନା, ପୂର୍ଣ୍ଣାଙ୍ଗ ବଜେଟ୍‌ ସହ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସୁଚାରୁ ଉପସ୍ଥାପନା ନେଇ ସବୁଦଳର ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲାଚନା କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

16 + 8 =