pakka

ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ

bbehera
  • ଆୟୋଗଙ୍କ ୱେବ୍‌ସାଇଟ୍‌ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ପ୍ରକାଶିତ

ନୂଆଦିଲ୍ଲୀ, (ପିଆଇବି) : ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ତଥ୍ୟକୁ ଆଜି ଭାରତୀୟ ନିର୍ବାଚନ ଆୟୋଗ ଯଥା ସ୍ଥିତି ନିଜ ୱେବସାଇଟରେ ଅପ୍‌ଲୋଡ୍ କରିଛନ୍ତି । ଏସ୍‌ବିଆଇଠାରୁ ମିଳିଥିବା ତଥ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ https://www.eci.gov.in/candidate-politicalparty ୟୁଆରଏଲ୍‌ରେ ଉପଲବ୍ଧ ରହିଛି । ୨୦୨୪ ଫେବ୍ରୁଆରି ୧୫, ମାର୍ଚ୍ଚ ୧୧ ଏବଂ ମାର୍ଚ୍ଚ ୧୮ ତାରିଖରେ (୨୦୧୭ର ଡବ୍ଲ୍ୟୁପିସି ନଂ-୮୮୦ ମାମଲାରେ) ଦିଆଯାଇଥିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ୨୦୨୪ରେ ନିର୍ବାଚନୀ ବଣ୍ଡ୍‌ ସମ୍ବନ୍ଧୀୟ ତଥ୍ୟ ନିର୍ବାଚନ ଆୟୋଗ (ଇସିଆଇ)କୁ ପ୍ରଦାନ କରିବା ପରେ ଏହାକୁ ସାର୍ବଜନୀନ କରାଯାଇଛି ।

Leave A Reply

Your email address will not be published.

one + sixteen =