pakka

ନିଜଠାରୁ ୩୧ ବର୍ଷ ସାନ ଯୁବତୀଙ୍କୁ ତୃତୀୟ ବିବାହ କଲେ ପାକିସ୍ତାନୀ ସାଂସଦ

bbehera

ଇସ୍‌ଲାମାବାଦ : ନିଜଠାରୁ ୩୧ ବର୍ଷ ସାନ ଜଣେ ଯୁବତୀଙ୍କୁ ତୃତୀୟ ବିବାହ କରି ପାକିସ୍ତାନୀ ସାଂସଦ ଏବେ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ପାକିସ୍ତାନର ସତ୍ତାରେ ଥିବା ପାର୍ଟି ପିଟିଆଇର ସାଂସଦ ତଥା ଲୋକପ୍ରିୟ ଟିଭି ହୋଷ୍ଟ୍‌ ଅମିର ଲିୟାକତ୍‌ ଗତ ବୁଧବାର ଦିନ ନିଜଠାରୁ ୩୧ ବର୍ଷ ସାନ ୧୮ ବର୍ଷର ଯୁବତୀ ସେୟଦା ଦାନିୟାଙ୍କୁ ବିବାହ କରିଛନ୍ତି । ତାଙ୍କ ତୃତୀୟ ବିବାହର କିଛି ଘଣ୍ଟା ପୂର୍ବରୁ ତାଙ୍କ ଦ୍ୱିତୀୟ ପତ୍ନୀ ପତିଙ୍କ ଠାରୁ ତଲାକ୍‌ ଘୋଷଣା କରାଇଥିଲେ । ତେବେ ଅମିରଙ୍କ ତୃତୀୟ ବିବାହକୁ ନେଇ ଅନେକ ଲୋକ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

4 × one =