ସେନା ଟ୍ରକ୍‌ ଉପରେ ଆକ୍ରମଣ କଲେ ଆତଙ୍କବାଦୀ : ୪ ଯବାନ ଶହୀଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ଡେରା କି ଗଲି ଦେଇ ଗୁରୁବାର ଅପରାହ୍ନରେ ସୈନ୍ୟବାହିନୀର ଦୁଇଟି ଟ୍ରକ୍‌ ଯାଉଥିବା ବେଳେ ଆତଙ୍କବାଦୀମାନେ ଏହା ଉପରେ ଅର୍ତ୍ତର୍କିତ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ସହ ସୁରକ୍ଷା ବଳର ଗୁଳିବିନିମୟ ବେଳେ ୪ ଯବାନ ଶହୀଦ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!