ଚୀନ୍‌ ବୈଜ୍ଞାନିକ‌ଙ୍କ ଦାବୀ, କରୋନା ଭୂତାଣୁ ମହାମାରୀ ଭାରତରୁ ସାରା ବିଶ୍ୱରେ ବ୍ୟାପିଛି

ବେଜିଂ : କରୋନା ଭୂତାଣୁ ଭାରତରୁ ବ୍ୟାପିଥିବା କହି ଚୀନ୍ ଦ୍ୱନ୍ଦ୍ୱ ବିସ୍ତାର କରିବା ଆରମ୍ଭ କରିଛି । ଉହାନରେ କୋଭିଡ -୧୯ ଆରମ୍ଭ ହେବା ପୂର୍ବରୁ ଇଟାଲୀ ସମେତ ଏହି ମହାମାରୀ ପୃଥିବୀର ଅନ୍ୟ ପ୍ରାନ୍ତରେ ବ୍ୟାପିଛି ବୋଲି ଚୀନ୍ ସରକାର ନିକଟରେ ଦାବୀ କରିଛି । ବର୍ତ୍ତମାନ ଜଣେ ଚାଇନାର ବୈଜ୍ଞାନିକ ଅଭିଯୋଗ କରିଛନ୍ତି ଯେ, ଲଦାଖରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଥମ ଥର ପାଇଁ ଭାରତରୁ ବିଶ୍‌ଶ୍ୱକୁ କରୋନା ଭୂତାଣୁ ବ୍ୟାପିଛି । ତେବେ ଚୀନ୍ ଦାବୀ କରିଛି, କରୋନା ଭୂତାଣୁ ମହାମାରୀ ଭାରତରୁ ସାରା ବିଶ୍ୱରେ ବ୍ୟାପିଛି ।

Leave A Reply

Your email address will not be published.