୧୧୦ ଗ୍ରାମ ବ୍ରାଉନସୁଗର ସହ ବ୍ରାଉନସୁଗର ବେପାରୀ ଗିରଫ

କଟକ : ଦିନକୁ ଦିନ ବଢିବାରେ ଲାଗୁଛି ବ୍ରାଉନସୁଗର କାରବାର । ତେବେ ଆଜି ପୁଣି ଥରେ କଟକ ମର୍କତନଗର ଅଞ୍ଚଳରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ।

Leave A Reply

Your email address will not be published.