Browsing Category
ଓଡିଶା
ଉପରଝରରେ ଜଳନ୍ଧର ଦରବାର ଉଦ୍ଘାଟନ କଲେ ନରସିଂହ
ଚାଷୀ ଏକତାବଦ୍ଧ ହେଲେ ଚାଷୀ ସମସ୍ୟା ଦୂର ହେବ - ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପରଝର ଓ ଏହି ଆଖପାଖ ଅଂଚଳ ଏକ ପ୍ରଧାନ ଅଂଚଳ । ଏଠାରେ ଅନେକ ଚାଷୀ ତାଙ୍କ ଜମିରେ ଅର୍ଥ ଲାଭକାରୀ ଫସଲ ଉତ୍ପାଦନ କରନ୍ତି । ଚାଷୀଙ୍କ ଚାଷ ଦ୍ୱାରା ହିଁ ଏ ଅଂଚଳର ପ୍ରତ୍ୟେକ ଲୋକଙ୍କ ସର୍ବାଙ୍ଗୀନ!-->!-->!-->…
Read More...
Read More...
କର୍ମସ୍ଥଳୀରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ
ଜୟପାଟଣା, (ଶେଷଦେବ ବେହେରା) : ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲି ଥିବାବେଳେ ଗତ ସୋମବାର ରାତିରେ ଜଣେ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶର ଗୁନ୍ଠୁର୍ ଠାରେ ମୃତ୍ୟୁ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ଥାନା ଅନ୍ତର୍ଗତ!-->…
Read More...
Read More...
ପଦ୍ମପୁରରେ ଯୁବା ସେବା ଶକ୍ତି ଟ୍ରଷ୍ଟର ସାଂଗଠନିକ ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ପଦ୍ମାବତୀ ହୋଟେଲର ସମ୍ମିଳନୀ କକ୍ଷ ଠାରେ ଶକ୍ତି ମହାନ୍ତିଙ୍କ ସଂଯୋଜନାରେ ଟ୍ରଷ୍ଟର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ବ୍ଲକର ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ୱାଗତ କରିଥିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।!-->…
Read More...
Read More...
ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେରଙ୍କ ସଭାପତିତ୍ୱ କରିଥିବା ବେଳେ ଓସେପାର ପୂର୍ବତନ!-->…
Read More...
Read More...
ନୃସିଂହନାଥରେ ପ୍ରକୃତି ପରିଚୟ କର୍ମଶାଳା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ପ୍ରକୃତି ନିବାସ ଠାରେ ନୃସିଂହନାଥ ବନାଞ୍ଚଳ ଅଧିକାରୀ ହୃଦାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରକୃତି ପରିଚୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପରିବେଶ!-->…
Read More...
Read More...
ମାଣ୍ଡୋସିଲ କପ୍ ଉଦଘାଟିତ : ଝିଟିକିକୁ ହରାଇ ସେମିରେ ଭେରୁଆମୁଣ୍ଡା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡିଆରେ ଚାଲିଥିବା ୨୬ତମ ମାଣ୍ଡୋସିଲ କ୍ରିକେଟ କପ୍ ଉଦଘାଟିତ ହୋଇଯାଇଛି । ମାଣ୍ଡୋସିଲ ସରପଞ୍ଚ ଓମ ପ୍ରକାଶ ନାୟକ ଯୋଗଦେଇ ଉଦଘାଟନ କରିଥିଲେ । କାଂସଡା ଓ ଛିନ୍ଦେଇକେଲା ମଧ୍ୟରେ ଉଦଘାଟନୀ ମ୍ୟାଚ!-->…
Read More...
Read More...
ହାଇୱା ଚପାରେ ଦୁଇମୃତ, ଦୁଇ ଗୁରୁତର, ରାସ୍ତା ଅବରୋଧ
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦୁଲୁକିବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ମୋଟର ମୁଖୀଗୁଡା ପିଡବ୍ଲୁଡି ରୋଡ଼ ଦୁଲକୀବନ୍ଧ ଛକ ନିକଟରେ ଏକ ହାଇବା ଓ ବାଇକ ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଘଟଣା ସ୍ଥଳରେ ଶକ୍ତି ମାଝୀ ଓ!-->…
Read More...
Read More...
ଟିଟିଲାଗଡ଼ ଠିକାଦାର ସଂଘ ଗଠନ : ବାହାର ଜିଲ୍ଲାର ଠିକାଦାରଙ୍କୁ ବଲାଙ୍ଗିର ଜିଲ୍ଲାରେ କାମ କରିବା ମନା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଟିଟିଲାଗଡ଼ ନିକଟସ୍ଥ ଝାରଦେବନ୍ଧ ନର୍ସରୀ ଠାରେ ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର, ସଇଁତଳା ଓ ଟିଟିଲାଗଡ଼ ଅଞ୍ଚଳର ଠିକାଦାରମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଠିକା!-->…
Read More...
Read More...
ଅବସରପ୍ରାପ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଗଠିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜସ୍ୱ ବିଭାଗର କ୍ଷେତ୍ର କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର, ଆର.ଆଇ., ଏ.ଆର.ଆଇ. ପଦବୀରେ ଅବସର ନେଇଥିବା କର୍ମଚାରୀମାନଙ୍କୁ ନେଇ ଶାନ୍ତିପଡା ଠାରେ ଏକ ବୈଠକ ବସିଥିଲା । ଓଡିଶା ରାଜ୍ୟ ଅବସରପ୍ରାପ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ବଲାଙ୍ଗିର ଜିଲ୍ଲା!-->…
Read More...
Read More...
ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ
ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ସମ୍ମିଳନୀ କକ୍ଷରେ ୦୮-୦୨-୨୦୨୬ ରୁ ୧୦-୦୨-୨୦୨୬ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ପ୍ରୋଗ୍ରାମ କୋଡ଼ିନେଟର ଡ. ପ୍ରିୟଙ୍କା ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ହେଇଥିବା!-->…
Read More...
Read More...